ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ଘର ଉପରେ ବୋମାମାଡ଼ : ଦୁଇ ଆହତ

0
169

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ,ଖଲ୍ଲିକୋଟ,(୦୬/୦୮) : ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ଘର ଉପରେ ବୋମାମାଡ଼ ହୋଇଛି |WhatsApp Image 2021 08 06 at 8.45.45 AM ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ଘର ଉପରେ ବୋମାମାଡ଼ : ଦୁଇ ଆହତ

ବର୍ତ୍ତମାନ କିଛି ସମୟ ପୂର୍ବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ତାଙ୍କ ପାଟଣା ସାହି ସ୍ଥିତ ବାସଗୃହ ରେ କେତେକ ଦୁର୍ବୁତ୍ତ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ | ସେଠାରେ ଉପସ୍ଥିତ ଥିବା ଲୋକେ ପ୍ରତିରୋଧ କରିବାରୁ ଦୁର୍ବୁତ୍ତ ମାନେ ଦୁଇଟି ବୋମା ମାଡ଼ କରିଥିବା ସୂଚନା ମିଳିଛି ।

ଏହା ଫଳରେ ଦୁଇଜଣ ଆହତ ହୋଇଥିବା ବେଳେ ଦୁଇଟି ଦୁଇ ଚକିଆ ଯାନ ଓ ଘରର କବାଟ ଝରକା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।