ବିଶ୍ୱ ମହାସାଗର ଦିବସ

0
125
ବିଶ୍ୱ ମହାସାଗର ଦିବସ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୯/୦୬) : ୨୦୦୮ ରେ ଜାତିସଂଘ ‘ବିଶ୍ୱ ମହାସାଗର ଦିବସ’ ପାଳନ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କଲା ।

ସେବେଠାରୁ ପ୍ରତି ବର୍ଷ ଜୁନ୍‌ ୮ ରେ ବିଶ୍ୱ ସ୍ତର​‌ ରେ ‘ମହାସାଗର ଦିବସ‘ ପାଳିତ ହେଉଛି । ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସମୁଦ୍ର ର ସୁରକ୍ଷା, ସାମୁଦ୍ରିକ ପ୍ରାଣୀଙ୍କ ବଂଶ ବୃଦ୍ଧି ତଥା ସାଗର, ମହାସାଗରରୁ ମିଳୁଥିବା ସମ୍ବଳକୁ ନେଇ ଲୋକେ ଯେମିତି ସଚେତନ ହେବେ । ସାଗର, ମହାସାଗର ଏବେ ଦୂଷିତ ହେବାରେ ଲାଗିଛି ।

ଏସବୁର ଶ୍ରେୟ ମନୁଷ୍ୟ ଜାତି କୁ ଦିଆଯିବ । ବର୍ତ୍ତମାନ ସମୟରୁ ମହାସାଗର ସୁରକ୍ଷା ଦିଗ ପ୍ରତି ସଚେତନ ନ ହେଲେ, ଆଗାମୀ ଦିନରେ ଉତ୍ତପ୍ତ ପରିବେଶରେ ରହିବା ସହ ଦୂଷିତ ପାଣି ପିଇବାକୁ ମଧ୍ୟ ଆମେ ଏକ ରକମ ବାଧ୍ୟ ହେବା ବୋଲି ଗବେଷକ ମାନେ ମତ ଦେଇଛନ୍ତି ।