Thursday, March 28, 2024

Top 5 This Week

Related Posts

ସେବା ସମବାୟ ନିର୍ବାଚନ : ୫ ଟି ଜୋନ୍ ରୁ ୪ ଟି ନିର୍ବାଚନ ଫଳାଫଳ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୦/୦୬) : ଗଜପତି ଜିଲ୍ଲା ର କାଶୀନଗର ସେବା ସମବାୟ ନିର୍ବାଚନ ପାଇଁ ଗତ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ପ୍ରକାଶ ଥାଉ କି ଏହି ସେବା ସମବାୟ ନିର୍ବାଚନ ସମିତିରେ ୧୫ ଟି ଜୋନ୍ ରହିଛି । ସେଥି ମଧ୍ୟରୁ ୧୦ ଟି ଜୋନ୍ ରେ ନିର୍ଦ୍ଵନ୍ଦରେ ପ୍ରାର୍ଥୀ ମାନେ ଡାଇରେକ୍ଟର ଭାବେ ନିର୍ବାଚିତ ହୋଇସାରିଛନ୍ତି । ୫ ଟି ଜୋନ୍ ରେ କାଲି ଭୋଟ ଗ୍ରହଣ ଆରମ୍ଭ ହୋଇ ଯାଇଛି । ୪ ଟି ଜୋନ୍ ରେ ପ୍ରାର୍ଥୀ କେ. ମଧୁ, ପି. ଶ୍ରୀନିବାସ, ପି. ଜଗନ୍ନାଥ ରାଓ, କେ. ସତ୍ୟନାରାୟଣ ଜିତିଛନ୍ତି । ଗୋଟିଏ ଜୋନ୍ ରେ କେହି ଭୋଟ ଦାନ କୁ ଆସି ନଥିବାରୁ ଗୋଟିଏ ଖାଲି ପଡ଼ିଛି । ପ୍ରାୟତଃ ବିଜୁ ଜନତା ଦଳ (ବି ଜେ ଡ଼ି) ସମର୍ଥିତ ପ୍ରାର୍ଥୀ ଜିତି ଥିବା ଦଳ ଦାବି କରିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles