କାଶୀନଗର ର ବିଭିନ୍ନ ଜାଗାରେ ବୃକ୍ଷ ରୋପଣ

0
221
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୭) : ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ସହର ର ବିଭିନ୍ନ ଜାଗାରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ସହର ର ରାଜସ୍ଵ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ଆଗରେ ତହସିଲଦାର ଶ୍ରୀ ଲରେମନ୍ ଖର୍ସେଲ ସାମ୍ବାଦିକ ହୃଷୀକେଶ ଗୌଡ, ରାଜସ୍ୱ ନୀରିକ୍ଷକ, ଗୌରାଙ୍ଗ କାର୍ଜୀ, ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣ ରାଉତ ଯୋଗ ଦେଇଥିଲେ ।