Friday, March 29, 2024

Top 5 This Week

Related Posts

ବର୍ଷା ପାଇଁ ଇନ୍ଦ୍ରଦେବଙ୍କ ଇନ୍ଦ୍ରଧନୁ ଯଜ୍ଞ ଅନୁଷ୍ଠିତ : ମା ବରାଳ ଦେବୀ ପିଠରେ ହୋମଯଜ୍ଞ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା,(୦୮/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳ ଗାଁ ପଞ୍ଚାୟତ ଡାକ ପଦର ମା ବରାଳ ଦେବୀ ପିଠରେ ଆଜି ବର୍ଷା ପାଇଁ ଏକ ଇନ୍ଦ୍ରଧନୁ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

ଯାହାକି ଶ୍ରାବଣ ମାସର ୧୫ ଦିନ ବିତିଗଲା ପରେ ମଧ୍ୟ ଯେତିକି ବର୍ଷା ହେବା କଥା ତା ଠାରୁ ବହୁ ପରିମାଣରେ କମ ବର୍ଷା ହୋଇଯାଇଛି | ବର୍ଷା ପାଇଁ ଚାଷି ଭାଇମାନେ ବର୍ତ୍ତମାନ ମୁଣ୍ଡରେ ହାତଦେଇ ବସିଛନ୍ତି । ଯାହାକି ହରଭଙ୍ଗା ବ୍ଲକ ରେ କେତେବେଳେ ବନ୍ୟା କେତେବେଳେ ମରୁଡି ରେ ଛଟପଟ ହେଉଛନ୍ତି ଚାଷି କୂଳ ।

ଏଣୁ ପୁର୍ବରୁ ପୁରୁଷରୁ ବିଶ୍ବାସ ରହିଛି ମାଁ ବରାଳ ଦେବୀ ଙ୍କ ନିକଟରେ ହୋମଯଜ୍ଞ କଲେ ବର୍ଷାର ଆଗମନ ଦେଖା ଦେଇଥାଏ । ଏଣୁ ଲୋକମାନେ ନିଷ୍ଠାର ସହ ଗଣ୍ଡାପାଜୁ ଡାକ ପଦର ଖାଲଗାଡୁରେ ବନ୍ଧ ଗ୍ରା, ମହାସଭା ଉପସ୍ତିତ ରହିଥାନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles