ବିଜେପି ଢେଙ୍କାନାଳ ଜିଲ୍ଲା ନଗରମଣ୍ଡଳ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
207

ରିପୋର୍ଟ : ଶୁଭମ ପାଣି
ଢେଙ୍କାନାଳ,(୦୮/୦୮) : ଆଜି ନଗର ମଣ୍ଡଳ ସଭାପତି ଶ୍ରୀ ଅଜୟ କୁମାର ଭଞ୍ଜ ଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ମୁଖ୍ୟ କାର୍ଯ୍ୟାଳୟ ରେ ନଗରମଣ୍ଡଳ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2021 08 09 at 10.24.41 AM ବିଜେପି ଢେଙ୍କାନାଳ ଜିଲ୍ଲା ନଗରମଣ୍ଡଳ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଏଥିରେ ଉଦ୍ଘାଟକ ଭାବେ ଯୋଗଦେଇ ଥିଲେ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ମହପାତ୍ର, ମୁଖ୍ୟ ଅତିଥି ଭାବେ ପ୍ରୁବତନ୍ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର , ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ଉପସଭାପତି ଶ୍ରଯୁକ୍ତ ବିଷ୍ଣୁ ପ୍ରସାଦ ଲେଙ୍କା, ସମ୍ମାନିତ ଅତିଥି ଅର୍ବାନ ନିର୍ବାଚନ ପୌରପାଳିକା ର ସଂଯୋଜକ ଶ୍ରୀଯୁକ୍ତ ମାନସ ହୋତା ପ୍ରମୁଖ ଯୋଗ ଦେଇଥିଲେ ଓ ନଗର ମଣ୍ଡଳ ର ବହୁ ବରିଷ୍ଠ କର୍ମୀ, ମହିଳା କର୍ମୀ ଓ ଯୁବମୋର୍ଚ୍ଚା ର ଭାଈ ମାନେ ଉପସ୍ଥିତ ଥିଲେ ।