Friday, March 29, 2024

Top 5 This Week

Related Posts

ମାଁ ମାର୍କମା ମହାବିଦ୍ୟାଳୟରେ ନୂତନ +୩ ହଷ୍ଟେଲ ଗୃହ ଉଦ୍ଘାଟନ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, ତା (୨୯/୮) : ରାୟଗଡ଼ା ଜିଲ୍ଲା ବିଷମ କଟକ ମାଁ ମାର୍କମା ମହାବିଦ୍ୟାଳୟରେ ନୂତନ +୩ ହଷ୍ଟେଲ ଗୃହ ଉଦ୍ଘାଟିତ ହୋଇଯାଇଛି ।WhatsApp Image 2022 08 30 at 9.12.56 AM ମାଁ ମାର୍କମା ମହାବିଦ୍ୟାଳୟରେ ନୂତନ +୩ ହଷ୍ଟେଲ ଗୃହ ଉଦ୍ଘାଟନ

ମାଁ ମାର୍କମା ମହାବିଦ୍ୟାଳୟରେ ନୂତନ +୩ ହଷ୍ଟେଲ ଗୃହ ଉଦ୍ଘାଟନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କେବିନେଟ ମନ୍ତ୍ରୀ ଜାତି ଓ ଜନଜାତି ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ର ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଉପସ୍ଥିତ ଥିଲେ । ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସଭାପତି ସୁଧୀର କୁମାର ଦାଶ ଉପସ୍ଥିତ ଥିଲେ ।

ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ପୃଥ୍ୱୀରାଜ ସାହୁ ଓ ଜିଲ୍ଲା ପରିଷଦ ଚେୟାରମ୍ୟାନ ସରସ୍ଵତୀ ମାଝୀ, ବିଷମ କଟକ ବ୍ଲକ ବିଜୁ ଜନତା ଦଳ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଜୋସଦା ହୁଇକା, ବିଷମ କଟକ କ ଖ ଜିଲ୍ଲା ପରିଷଦ, ବିଜୁ ଜନତା ଦଳ ର ସମସ୍ତ ପଦାଧିକାରୀ ମିଡ଼ିଆ ଭାଇ ମାନେ ନାନୁ ପଣ୍ଡା, ସିବା ଡେଶୀଟ ଜିଲ୍ଲା ସମ୍ପାଦକ, ଜ୍ୟୋତି ସାହୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ, ବିଜୁ ଛାତ୍ର ଜନତା ଦଳ ବ୍ଲକ ସମ୍ପାଦକ ଅଶ୍ୱିନୀ କୁମାର ସେଠୀ ଓ ପ୍ରମୋଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles