ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ବୌଦ୍ଧ ଶାଖାର ବାର୍ଷିକ ଉତ୍ସବ ପାଳିତ

0
306
ଓଡ଼ିଶା କର୍ମଜୀବି

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୬/୧୧) : ଆଜି ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ ପାରିଜାତ ପ୍ୟାଲେସ କନଫରେନ୍ସ ହଲ ଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ଦାସ ଙ୍କ ସଭାପତିତ୍ୱ ରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି ।

ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ବୌଦ୍ଧ ଶାଖାର ବାର୍ଷିକ ଉତ୍ସବ ପାଳନ ଅବସର ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ NAC ଅଧ୍ୟକ୍ଷ ପ୍ରିୟଦର୍ଶି ରଥ, ସମ୍ମାନିତ ଅତିଥି ଆଇନ ଯିବି ଚନ୍ଦ୍ରଶେଖର ପାଢ଼ୀ, ଡ଼ଃ ହିମାଂଶୁ ପାଢ଼ୀ ଆଠମଲ୍ଲିକ ମହାବିଦ୍ୟାଳୟ ଅଧ୍ୟକ୍ଷ, ଆସୋତଶ ଦାସ, ଇଂ ସଞ୍ଜୟ ପଣ୍ଡା, ଶିକ୍ଷାବିତ ତ୍ରଲୋକ୍ୟ ତ୍ରିପାଠୀ ଙ୍କ ସମେତ ଆଇନ ଯିବି, ସମାଜସେବୀ, ବୁଦ୍ଧିଜୀବୀ ଓ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପାଣି, ସତ୍ୟଜିତ ପଣ୍ଡା, ଜଗଦାନନ୍ଦ ମହାପାତ୍ର ଏବଂ ବୌଦ୍ଧ ଜିଲ୍ଲା ଶାଖା ଓଡ଼ିଶା କର୍ମଜୀବିସାମ୍ବାଦିକ ସଂଘ ର ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହିଥିଲେ ।