ଡାକ୍ତର ଖାନା ଅବ୍ୟବସ୍ଥା ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା

0
335
ବନ୍ଦ

ରିପୋର୍ଟ: ସନ୍ତୋଷ ନାୟକ //
କଣ୍ଟାବାଞ୍ଜି, ତା(୦୯/୧୧) : କଣ୍ଟାବାଞ୍ଜି ଡାକ୍ତରଖାନା ଅବ୍ୟବସ୍ଥା ନେଇ ଗତ ଦୁଇ ଦିନ ଧରି ପ୍ରେସ୍ କ୍ଲବ ତରଫ ରୁ ଡାକ୍ତରଖାନା ସମ୍ମୁଖରେ ଅନଶନ ଆରମ୍ଭ କରାଯାଇଛି ।

ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ସମସ୍ତ ଦୋକାନ, ବଜାର ବନ୍ଦ ଡାକରା ଦିଆ ଯାଇଛି। ଏହି ବନ୍ଦ ପାଳନ ଯୋଗୁଁ ସମସ୍ତ ଦୋକାନ, ବଜାର ବନ୍ଦ ରହିଥିବା ବେଳେ କେବଳ ବସ ଚଳା, ଚଳ ସ୍ଵାଭାବିକ ରହିଥିବା ଜଣପଡିଛି।