ସୋନପୁର ର ପୂର୍ବତନ ବିଧାୟକ କୁନ୍ଦୁରୁ କୁଶଳଙ୍କ ୧୪ ତମ ବାର୍ଷିକ ଶ୍ରାଦ୍ଧ ପାଳନ

0
142
ସୋନପୁର ର ପୂର୍ବତନ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର, (୮/୧୧) : ସୋନପୁର କୁଞ୍ଜ ହୋଟେଲ ଛକ ଠାରେ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ଙ୍କ ତତ୍ୱାବଧାନ ରେ ସୋନପୁର ର ପୂର୍ବତନ ବିଧାୟକ ସ୍ୱର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୪ତମ ବାର୍ଷିକ ଶ୍ରାଦ୍ଧ ପାଳନ ହୋଇଛି l ଏହି ଅବସର ରେ ସ୍ୱର୍ଗତ କୁଶଳ ଙ୍କ ପ୍ରତିମୂର୍ତ୍ତି ରେ ଧୂପ ଦୀପ ପ୍ରଦାନ ପୂର୍ବକ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l13055ea9 8173 452f a2fa 334ea9150671 ସୋନପୁର ର ପୂର୍ବତନ ବିଧାୟକ କୁନ୍ଦୁରୁ କୁଶଳଙ୍କ ୧୪ ତମ ବାର୍ଷିକ ଶ୍ରାଦ୍ଧ ପାଳନ

ସୋନପୁର ର ପୂର୍ବତନ ବିଧାୟକ କୁନ୍ଦୁରୁ କୁଶଳଙ୍କ ୧୪ ତମ ବାର୍ଷିକ ଶ୍ରାଦ୍ଧ ପାଳନ l ପ୍ରାକ୍ତନ ପୌର ଅଧ୍ୟକ୍ଷ କଈରୁ ସ୍ୱାଇଁ, ପ୍ରକାଶ ସାହୁ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବରିଷ୍ଠ ବିଜେଡି ନେତା ନୀଳାମ୍ବର ଶତପଥୀ, ସତ୍ୟ ନାରାୟଣ ତ୍ରିପାଠୀ, ଜନ୍ମଜୟ ପାତ୍ର, ମାନଭଞ୍ଜନ ବେଦବାକ, ଆନନ୍ଦ ପାତ୍ର, ଗୌର ବାରିକ, ପ୍ରଦୀପ ସାହୁ, ବିଜୟ ରାଏଗୁରୁ, ଗରିବ ଲୋଇ, ଗୋପାଳ ମେହେର, ସଞ୍ଜୟ ମହାପାତ୍ର, ସଞ୍ଜୟ ସାହୁ, ପ୍ରକାଶ ବେଵର୍ତା, ମନୋରଞ୍ଜନ ତ୍ରିପାଠୀ, ସନ୍ତୋଷ ମିଶ୍ର, ସ୍ୱଛ ଭାରତ ର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ, ବରିଷ୍ଠ ସଭ୍ୟ ରାମଚନ୍ଦ୍ର ଅଗ୍ରୱାଲା, ତରଣୀ ମେହେର, ପ୍ରତାପ ଦାଶ, ପ୍ରଫୁଲ୍ଲ ନାଏକ, ଗୌର ମେହେର, ମନୋଜ ପଣ୍ଡା, ପ୍ରମୁଖ ସହର ର ବହୁ ବିଶିଷ୍ଠ ବ୍ୟକ୍ତି, ଅନୁଷ୍ଠାନ ର କର୍ମକର୍ତା ଯୋଗ ଦେଇ ସ୍ୱର୍ଗତ କୁଶଳ ଙ୍କ ସ୍ମୃତି ଚାରଣ କରିଥିଲେ l

ସେହିପରି ପଏଁରୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଏଁରୀ ପ୍ରତିଷ୍ଠାତା ତଥା ବିଧାୟକ ସ୍ୱର୍ଗତ ଶ୍ରୀ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା l ସଭାପତି ଲଡ଼ୁ କିଶୋର ମଲ୍ଲିକ ଓ ସମ୍ପାଦକ ଚୌଧୀରି ବିଭାର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନ ର ସମସ୍ତ ସଭ୍ୟ ଯୋଗ ଦେଇଥିଲେ l