-5.7 C
Innichen
Friday, December 2, 2022

ବଲାଙ୍ଗୀର ଜିଲ୍ଲା ରେ ସୁରକ୍ଷା କର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରୀ,ଦୁଇ ମାଓବାଦୀ ମୃତ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୪/୧୧) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ରେ ସୁରକ୍ଷା କର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି ।

ଏହି ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀ ଓ ଜଣେ ପୁରଷ ମାଓ ବାଦୀ ଙ୍କ ମୃତୁ ଘଟି ଥିବା ଜଣାଯାଇଛି ।

Related Articles

Stay Connected

0FansLike
3,589FollowersFollow
20,300SubscribersSubscribe
- Advertisement -spot_img

Latest Articles