ମାଁ ଭୈରବୀ କିନ୍ନର ମହାସଂଘ ଦ୍ୱାରା କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
120
କମଳ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୪/୧୧) : ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ନାରାୟଣପୁର ସ୍ଥିତ ଅନ୍ଧ ମୁକ ବଧିର ସ୍କୁଲ ଠାରେ ମାଁ ଭୈରବୀ କିନ୍ନର ମହାସଂଘ, ବୌଦ୍ଧ ର ପ୍ରିୟବ୍ରତ ବେହେରାଙ୍କ ତତ୍ୱା ବଧାନରେ କିନ୍ନର ମହାସଂଘ କମଳ ବଣ୍ଟନ କରିଥିଲେ । WhatsApp Image 2022 11 25 at 05.59.09 1 ମାଁ ଭୈରବୀ କିନ୍ନର ମହାସଂଘ ଦ୍ୱାରା କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

କମଳ ମତି ଦିବ୍ୟାଙ୍ଗ ଶିଶୁ ମାନଙ୍କ ଦୁଃଖକୁ ଉପଲବ୍ଧି କରି ସମାଜ କଲ୍ୟାଣ ଉଦ୍ଦେଶ୍ୟ ରେ ଆଗେଇଆସି ୩୦ ଜଣ ଶିଶୁଙ୍କୁ ନିଜ ହାତରେ ଶୀତ ବସ୍ତ୍ର ବଣ୍ଟନ କରିଥିଲେ । ଏମାନଙ୍କ ମଧ୍ୟରେ କିନ୍ନର ଦୀପିକା, ମୌନବତୀ, ଦୁର୍ଗା, ଲଷ୍ମୀ, ଚୁମକି, ଅନିତା, ଅର୍ଚିତା ବିଳାସିନୀ ଓ ପୁରୁଷ ଭାଇମାନେ ହେଲେ କାଲି ପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ପ୍ରଧାନ ଦେବୀପ୍ରସାଦ ମିଶ୍ର ଓ ଶୁଦ୍ର ରଂଜନ ପଟ୍ଟନାୟକ ପ୍ରମୁଖ କମଳ ବଣ୍ଟନରେ ସହଯୋଗ କରିଥିଲେ ।