-5.7 C
Innichen
Friday, December 2, 2022

ମାଁ ଭୈରବୀ କିନ୍ନର ମହାସଂଘ ଦ୍ୱାରା କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୪/୧୧) : ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ନାରାୟଣପୁର ସ୍ଥିତ ଅନ୍ଧ ମୁକ ବଧିର ସ୍କୁଲ ଠାରେ ମାଁ ଭୈରବୀ କିନ୍ନର ମହାସଂଘ, ବୌଦ୍ଧ ର ପ୍ରିୟବ୍ରତ ବେହେରାଙ୍କ ତତ୍ୱା ବଧାନରେ କିନ୍ନର ମହାସଂଘ କମଳ ବଣ୍ଟନ କରିଥିଲେ ।

କମଳ ମତି ଦିବ୍ୟାଙ୍ଗ ଶିଶୁ ମାନଙ୍କ ଦୁଃଖକୁ ଉପଲବ୍ଧି କରି ସମାଜ କଲ୍ୟାଣ ଉଦ୍ଦେଶ୍ୟ ରେ ଆଗେଇଆସି ୩୦ ଜଣ ଶିଶୁଙ୍କୁ ନିଜ ହାତରେ ଶୀତ ବସ୍ତ୍ର ବଣ୍ଟନ କରିଥିଲେ । ଏମାନଙ୍କ ମଧ୍ୟରେ କିନ୍ନର ଦୀପିକା, ମୌନବତୀ, ଦୁର୍ଗା, ଲଷ୍ମୀ, ଚୁମକି, ଅନିତା, ଅର୍ଚିତା ବିଳାସିନୀ ଓ ପୁରୁଷ ଭାଇମାନେ ହେଲେ କାଲି ପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ପ୍ରଧାନ ଦେବୀପ୍ରସାଦ ମିଶ୍ର ଓ ଶୁଦ୍ର ରଂଜନ ପଟ୍ଟନାୟକ ପ୍ରମୁଖ କମଳ ବଣ୍ଟନରେ ସହଯୋଗ କରିଥିଲେ ।

Related Articles

Stay Connected

0FansLike
3,589FollowersFollow
20,300SubscribersSubscribe
- Advertisement -spot_img

Latest Articles