ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୭୫ ତମ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ

0
209

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ,(୧୫/୦୮) : ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆଜି ୭୫ ତମ ସ୍ବାଧୀନତା ଦିବସ ନିରାଡମ୍ବରରେ ପାଳିତ ହୋଇଯାଇଛି ।58703b00 4c41 43c1 9437 e7d1ff4057b0 ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୭୫ ତମ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ

ଠିକ୍ ସେହିପରି ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ,ବ୍ଳକ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ହୋଇଥିବା ବେଳେ, ଅଗ୍ନିଶମ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ । ବେରେଡା କିଆ ପଂଚାୟତ ରେ ମଧ୍ୟ ପତାକା ଉତ୍ତୋଳନ ହୋଇ ଥିଲା । ଠିକ ସେହିପରି ସହରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ତଥା କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ୭୫ ତମ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳନ ହୋଇଯାଇଛି।