ରମଣାକୁପୂଲ୍ ଠାରେ ପ୍ରଥମ ପାଲିସଭା ଅନୁଷ୍ଠିତ

0
92
ଠାରେ

ରିପୋର୍ଟ : ନରତ୍ତମ ପାଢ଼ୀ //
ରାୟଗଡା (୨୮/୧୧/୨୨): ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟୁରା ଗଡ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ରମଣକୁପୁଲି ଠାରେ ପାଲିସଭା ଅନୁଷ୍ଠିତ ହୋଇଯାଇଅଛି ।95352f48 984f 4e1d 92c6 a83855e9ed55 ରମଣାକୁପୂଲ୍ ଠାରେ ପ୍ରଥମ ପାଲିସଭା ଅନୁଷ୍ଠିତ

ଏହି ସଭାରେ ଜିଆରଏସ ପ୍ରମୋଦ କୁମାର ନାଲା, ଲକି କୁତ୍ରୁକା, କାମଦେବ କିଲାକା, ସମାଜ ସେବୀ ଅନିତା ପିଡିକାକା , ସନାପୁରୁ ପିଡ଼ିକାକା, ପଦମ୍ଲୋଚନ ବିଭାର, ପୂର୍ବତନ ସରପଂଚ ଦମ୍ଭୁରୁ ପିଦିକାକା, କୁମୁଟି ପିଡିକାକା , ଛତ୍ରପତି ୱାଦକା, ୱାଦମେମ୍ବ୍ର ଗୋରୀ ପୁଡ଼ିକାକା, ଅଭିରାମ ବିଭାର ଓ ଆରୁଜି ପିଡ଼ିକକା, ଏବଂ ଗ୍ରାମର ସମସ୍ତ ସଦସ୍ୟ ଓ ମାଆ ମାନେ ଉପସ୍ଥିତ ଥିଲେ। ୨୦୨୨/୨୦୨୩ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଉପସ୍ଥାପନା କରାଯାଇଥିଲା।