ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

0
205
ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ

ca1e90b0 2276 4f77 9ee2 2b373d2a5dc8 ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୯/୧୧) : ବିନିକା ବ୍ଲକ ୧୮ ତମ ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ଏହି ଧନୁଯାତ୍ରା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବ ପାଇଁ ଗାଁ କମିଟୀ କର୍ମକର୍ତା ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚନା ପରେ ଆଜ୍ଞାମାଳ ନେଇ ରଙ୍ଗମହଲ କୁ ଆସିବା ପରେ ପଣ୍ଡିତ ଚିତ୍ତ ରଞ୍ଜନ ଦାଶଙ୍କ ବେଦପାଠ ସହ ମଞ୍ଚ ପ୍ରତିଷ୍ଠା କରାଯାଇଥିଲା lf8c216cc 7044 40f0 922d 6599f8b27ef5 ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟନୀ ଉତ୍ସବ ରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ l ମହୋତ୍ସବ କମିଟୀ ସଭାପତି ବିଶ୍ୱମ୍ଭର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ସୁଗୋସ ମିଶ୍ର, କ୍ଷମାନିଧି ଦାଶ, ପ୍ରତାପ ମିଶ୍ର ରଞ୍ଜନ ପଧାନ, ସୁବଳ କଲତା, ଆକାଶ ନାଇକ ପ୍ରମୁଖ ମହୋତ୍ସବ କମିଟୀ ର ସମସ୍ତ ପଦାଧିକାରୀ ଓ ସଦସ୍ୟ ଙ୍କ ସମେତ ଗୋପପୁର କମିଟୀ ର ଉପଦେଷ୍ଟା ନରସିଂହ ଭୋଇ ଏବଂ କମିଟୀ ର ଅନ୍ୟ ପଦାଧିକାରୀ ମଧ୍ୟ ଯୋଗଦେଇଥିଲେ ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଚଳିତ ବର୍ଷ ପ୍ରଥମ କରି ଆଖିଦାଦର କୁ ଗୋପପୁର ଭାବରେ ସମ୍ମିଳିତ କରାଯାଇଛି l ଆଜି ନାଟ୍ୟାଭିନୟରେ ଦୁର୍ମିଳାସୁର ବଧ ମଞ୍ଚସ୍ଥ କରାଯାଇଛି l କଂସ ଭୂମିକାରେ ଗୋପାଳ ଚନ୍ଦ୍ର ଦାଶ ଅଭିନୟ କରୁଛନ୍ତି l