Friday, March 29, 2024

Top 5 This Week

Related Posts

ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଯୁକ୍ତଦୁଇ ପରୀକ୍ଷା ଫଳ ସନ୍ତୋଷଜନକ

ରିପୋର୍ଟ : ସୁଶାନ୍ତ ବେହେରା
ବୋୖଦ୍ଧ,(୧୫/୦୮) : ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଯୁକ୍ତଦୁଇ ପରୀକ୍ଷାରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ପୁରୁଣା କଟକର ପରୀକ୍ଷାଫଳ ସନ୍ତୋଷଜନକ ରହିଛି ପ୍ରଥମ ସ୍ଥାନରେ୧୭ ଜଣ,ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ୪୦ ଜଣ,ତୃତୀୟ ସ୍ଥାନ ରେ୧୧୮ ଜଣ ରେଗୁଲାର ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେହିପରି ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଏକ୍ସ ରେଗୁଲାର ୩ ଜଣ । ସେହିଭଳି ତୃତୀୟ ସ୍ଥାନ ଅଧିକାର କରିଥିବା ସିସିକୋର୍ସ ର ୫ ଜଣ, ଏବଂ ୯ ଜଣ ସିସିକୋର୍ସରେ ଉନ୍ନୀତ ହୋଇଛନ୍ତି ବୋଲି ପୁରୁଣାକଟକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ପାଠୀ ସୂଚନା ଦେଇଛନ୍ତି ।

ପୁରୁଣାକଟକ ର ଛାତ୍ରୀ ଶୁଭଶ୍ରୀ ସାହୁ ସର୍ବମୋଟ ୫୨୨ ନମ୍ବର ରଖି ସର୍ବୋଚ୍ଚ ସ୍ଥାନରେ ରହିଥିବା ବେଳେ ମଧୁସ୍ମିତା ପ୍ରଧାନ ୪୮୧ ନମ୍ବର ରଖି ଦ୍ୱିତୀୟ ସର୍ବୋଚ୍ଚ ୪୨୪ ନମ୍ବର ରଖି ସର୍ବୋଚ୍ଚ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବୋଲି ଅଧ୍ୟକ୍ଷ ମନୋଜ ପାଠୀଙ୍କ ସୂତ୍ରରୁ ଜଣାପଡ଼ିଛି ।

Popular Articles