Friday, October 22, 2021
HomeUpdate Newsଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ : ଅଗଷ୍ଟ...

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ : ଅଗଷ୍ଟ ୨୦ ରୁ ଅନଲାଇନ ଆବେଦନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୧୮/୦୮) : ଆଜି ଯୁକ୍ତ ୩ ର ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଅଗଷ୍ଟ ୨୦ ସକାଳ ୧୧ ଟାରୁ ସେପ୍ଟେମ୍ବର ୪ ତାରିଖ ରାତ୍ରି ୧୧.୪୫ ମିନିଟ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଅନଲାଇନ ଆବେଦନ କରିପାରିବେ |

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୯ ସକାଳ ୧୧ ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ | ସେପ୍ଟେମ୍ବର ୯ ରୁ ୧୪ ତାରିଖ ରାତ୍ରି ୧୧.୪୫ ଯାଏଁ ସlମସ ପୋର୍ଟାଲ ରେ ଅନଲାଇନ ଫି ଦାଖଲ କରିପାରିବେ | ପ୍ରଥମ ପର୍ଯ୍ୟାୟ ର ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୧୬ ରେ ଶେଷ ହେବ | ସେପ୍ଟେମ୍ବର ୨୧ ରୁ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments