Friday, March 29, 2024

Top 5 This Week

Related Posts

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ : ଅଗଷ୍ଟ ୨୦ ରୁ ଅନଲାଇନ ଆବେଦନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୮) : ଆଜି ଯୁକ୍ତ ୩ ର ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷ ରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଅଗଷ୍ଟ ୨୦ ସକାଳ ୧୧ ଟାରୁ ସେପ୍ଟେମ୍ବର ୪ ତାରିଖ ରାତ୍ରି ୧୧.୪୫ ମିନିଟ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଅନଲାଇନ ଆବେଦନ କରିପାରିବେ |

ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷ ରୁ ସେପ୍ଟେମ୍ବର ୯ ସକାଳ ୧୧ ଟା ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ | ସେପ୍ଟେମ୍ବର ୯ ରୁ ୧୪ ତାରିଖ ରାତ୍ରି ୧୧.୪୫ ଯାଏଁ ସlମସ ପୋର୍ଟାଲ ରେ ଅନଲାଇନ ଫି ଦାଖଲ କରିପାରିବେ | ପ୍ରଥମ ପର୍ଯ୍ୟାୟ ର ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୧୬ ରେ ଶେଷ ହେବ | ସେପ୍ଟେମ୍ବର ୨୧ ରୁ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି |

Popular Articles