ଡଙ୍ଗର ବଲାଙ୍ଗୀର ର ପଥର ଓ ଖାଲ ଖମା ରାସ୍ତା ଦେଇ ୪ କିମି ବାଟ ଚାଲିଲେ ଗର୍ଭବତୀ ମହିଳା

0
203
ଡଙ୍ଗର

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡା, (୧୬/୦୧) : ଡଙ୍ଗର ବଲାଙ୍ଗୀର ର ପଥର ଓ ଖାଲ ଖମା ରାସ୍ତା ଦେଇ ୪ କିମି ବାଟ ଚାଲିଲେ ଗର୍ଭବତୀ ମହିଳା ସ୍ୱାଧୀନତାର ୭୬ ତମ ବର୍ଷ ବିତିଗଲାଣି, ହେଲେ ଏ ଯାଏଁ ଅଧିକା°ଶ ଗ୍ରାମ ବିକାଶ ର ଅନ୍ଧକାର ରେ ଅବସ୍ଥିତ ।WhatsApp Image 2023 01 15 at 19.11.39 ଡଙ୍ଗର ବଲାଙ୍ଗୀର ର ପଥର ଓ ଖାଲ ଖମା ରାସ୍ତା ଦେଇ ୪ କିମି ବାଟ ଚାଲିଲେ ଗର୍ଭବତୀ ମହିଳା

ଆମେ ଏହାର ଏକ ଜଳନ୍ତା ଉଦାହରଣ ଦେଖିବାକୁ ପାଉଛୁ , ରାୟଗଡା ଜିଲ୍ଲା, ବିଷମକଟକ ବ୍ଲକ, ଭାତପୁର ପଞ୍ଚାୟତ, ଡଙ୍ଗର ବଲାଙ୍ଗୀର ଗ୍ରାମ ରେ, ଲଚ୍ଚମି ମିଣିଆକା ଜନନି ଯନ୍ତ୍ରଣା ରେ ଡଙ୍ଗର ବଲାଙ୍ଗୀର ର ପଥର ଓ ଖାଲ ଖମା ରାସ୍ତା ଦେଇ ଚାଲିଲେ ପିଣ୍ଡା ଗ୍ରାମ କୁ, ଟିକେ ନଜର ପକାନ୍ତୁ ଲଛମି ମିଣିଆକା କୁ କିଭଲି ଅବସ୍ଥା ରେ ଯାଉଛନ୍ତି । ଉଠିବସି କେତେ କଷ୍ଟ ରେ ଚଲେଇ ନେଉଛନ୍ତି, ଦୁଇ ପାର୍ଶ୍ଵରେ ଦୁଇଟି ସ୍ତ୍ରୀ ଉଷାବତି କୋଣ୍ଡାଗିରି, ଓ ଏଣ୍ଟାହୁଇକା , ଏଠି ରୁ ପ୍ରଶ୍ନ ଉଠୁଛି ଜେ ସରକାର ଙ୍କ ମାଳ ମାଳ ଯୋଜନା ଯାଉଛି କୁଆଡେ, ବର୍ଷ ବର୍ଷ ବିତି ଯାଉଛି କେତେ ନେତା ମନ୍ତ୍ରୀ, କେତେ ଅଫିସର ଯାଉଛନ୍ତି ଆସୁଛନ୍ତି ହେଲେ ଯେସା କୁ ତେସା ବିକାଶ ର ଅନ୍ଧାର ରେ ପଡି ରହିଛି ଡଙ୍ଗରବୋଲାଙ୍ଗିର ।

ଏ ଯାଇ ନିଦ ଭାଙ୍ଗୁନି ବିଷମକଟକ ବ୍ଲକ ପ୍ରଶାସନ ର ନା ଯୋଜନା ସିମିତ କେଵଳ କାଖଜ ପତ୍ର ରେ, କେବଳ ଡେଲିଭେରି ରୋଗି ନୁହେ, ଗ୍ରାମ ର ଯେ କୈଣସି ରୋଗି ରାସ୍ତାଘାଟ ନଥିବାରୁ ଆମ୍ବୁଲାନ୍ସ ସବା ରେ ବଞ୍ଚିତ । ଗ୍ରାମବାସି ଓ ୱାଡମେମ୍ବର କୁମୁଟିବାବୁ ହୁଇକା ପଞ୍ଚାୟତ କୁ ଜଣେଇ ଜଣେଇ ଥକିଗଲେଣି, ଏମିତିରେ ବି ୱାଡମେମ୍ବର କୁମୁଟିବାବୁ ହୁଇକା ଗାଁ’ର ରାସ୍ତା ସହ ଅନେକ ସମସ୍ୟା କୁ ନେଇ ଅନେକ ଥର ରାୟଗଡ଼ା ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେଣି, ତଥାପି ନିରବ ସାଜିଛନ୍ତି ପ୍ରଶାସନ, ଏ ବିଷୟକୁ ନେଇ ବିଷମକଟକ ବ୍ଲକ ଅଧିକାରି ସଦାଶିବ ନୟକ ସହ ଯୋଗା ଯୋଗ କରିବାରୁ ଯୋଗା ଯୋଗ ବିଚ୍ଚିନ୍ନ ହେଇଥିଲା ।WhatsApp Image 2023 01 15 at 19.11.21 ଡଙ୍ଗର ବଲାଙ୍ଗୀର ର ପଥର ଓ ଖାଲ ଖମା ରାସ୍ତା ଦେଇ ୪ କିମି ବାଟ ଚାଲିଲେ ଗର୍ଭବତୀ ମହିଳା

ଗାଁ’ର ବିକାଶ ପାଇଁ ୱାଡମେମ୍ବର କୁମୁଟିବାବୁ ହୁଇକା, ପଞ୍ଚାୟତରୁ ବ୍ଲକ, ବ୍ଲକ ରୁ ଜିଲ୍ଲା ପ୍ରଶାସନ କୁ ୨୦୨୦ ରୁ ବାରମ୍ବାର ଅଭିଯୋଗ କରି ଆସୁଛୁ ଏବେ ୨୦୧୩ ପହଞ୍ଚି ଗଲାଣି ହେଲେ ଏ ଯାଏଁ ସମସ୍ତ ସରକାରି ଯୋଜନା ପଲିଟିଛି ସାତ ସପନ ଅଭିଯୋଗ ପରେ କେବେ ଗ୍ରାମବାସି କେବେ ପାଇବେ ମୌଳିକ ସୁବିଧା ଦେଖିବାକୁ ବାକି ରହିଲା ।