Friday, March 29, 2024

Top 5 This Week

Related Posts

ପୋଲିସ ର ଚଢଉ,୧୮ ଲିଟର ମଦ ଜବତ

ରିପୋର୍ଟ : ରାଜେଶ ବାଗ
ଉଲୁଣ୍ଡା, (୨୪/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ରାସ୍ତା ରେ ରାତ୍ରୀ ସମୟରେ ପୋଲିସ ର ଚଢଉ ହୋଇଛି ।

ଯାହା ଫଳରେ ବେଆଇନ ଭାବେ ମଦ ବିକ୍ରି କରାଯାଉଥିଲା । ୧୮ ଲିଟର ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଏ ନେଇ ତଦନ୍ତ ଅଧିକାରୀ ସୁବ୍ରୋତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

Popular Articles