ପାତାଳୀ ମହୋତ୍ସବ ର ୫ମ ସନ୍ଧ୍ୟା ରେ ଦୁଲଦୁଲି କାର୍ଯ୍ୟକ୍ରମ

0
109
ପାତାଳୀ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୬/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୮ତମ ପାତାଳୀ ମହୋତ୍ସବ ର ଆଜି ୫ମ ଦିନ ‌।

ପୂର୍ଣ୍ଣଚନ୍ଦ୍ର ପାଢୀ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବେ ପାତାଳୀ କ୍ଷେତ୍ର ର ଗଜପତି ତଥା ଗାଁ ର ଗଡତିଆ ଚମରା ଅମାତ୍ ଯୋଗ ଦେଇଥିଲେ।ଏହି ଅବସରରେ ଆଜି ଦୁଲଦୁଲି କଳାଜୀବୀ (ବରଗଡ଼) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।