Friday, March 29, 2024

Top 5 This Week

Related Posts

ଢେଙ୍କାନାଳର ପୌରପାଳିକା ପକ୍ଷରୁ ଇଉଜ ଲେସ ଜିନିଷ ସଂଗ୍ରହ ଅଭିଯାନ

ରିପୋର୍ଟ: ରଂଜିତ ବେହେରା //
ଢେଙ୍କାନାଳ,(୨୧/୦୮/୨୦୨୧): ଢେଙ୍କାନାଳର ପୌରପାଳିକା ପକ୍ଷରୁ ଇଉଜ ଲେସ ଜିନିଷ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି ।beac03f2 1f5b 4783 9bae 3dbfb5f10110 ଢେଙ୍କାନାଳର ପୌରପାଳିକା ପକ୍ଷରୁ ଇଉଜ ଲେସ ଜିନିଷ ସଂଗ୍ରହ ଅଭିଯାନ

ଢେଙ୍କାନାଳର ପୌରପାଳିକା ପକ୍ଷରୁ ସହରର ଲୋକମାନଙ୍କଠାରୁ ଭଙ୍ଗା ଟିଭି, ଭଙ୍ଗା ରେଡ଼ିଓ, ଓ ବିଭିନ୍ନ ପ୍ରକାରର ଭଙ୍ଗା ଜିନିଷ ସଂଗ୍ରହ କରାଯାଇଛି । ୧୧ ନମ୍ବର ୱାର୍ଡ ରୁ ସାନିଟାଇଜ ଇନ୍ସପେକ୍ଟର ବିଭୁତି ଭୂଷଣ ସ୍ୱାଇଁ ଓ ସ୍ୱସ୍ଛ ସାଥି ଝରଣା ଙ୍କ ଦ୍ଵାରା ଏହି ସବୁ ସାମଗ୍ରୀ ଉଠାଯାଇଥିଲା । ପୌରପାଳିକା କର୍ମଚାରୀଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିଲା । ଯାହାଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ହେବ ଏବଂ ରୋଗ ମୁକ୍ତ ହେବ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles