ସାମ୍ବାଦିକ ଙ୍କ ବାଇକ ଚୋରି

0
205
ଚୋରି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୬) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ସହର ରେ ରହୁଥିବା ସାମ୍ବାଦିକ ଙ୍କ ବାଇକ ଚୋରି ହୋଇଥିବା ଜଣାପଡିଛି ।

ଦୈନିକ ଦିନଲିପି ତଥା ୱେବ ସାମ୍ବାଦିକ ଶ୍ରୀ ରାଜେଶ ପଟନାୟକ କାଶୀନଗର ସହରରେ ଶ୍ରୀ ଭେଙ୍କେଟେଶ୍ୱର ମନ୍ଦିର ଇଲାକାରେ ରହୁଛନ୍ତି । ଗତକାଲି ରାତିରେ କେହି ଅଜଣା ଦୁର୍ବୁତ୍ତ ଶ୍ରୀ ପଟନାୟକ ଙ୍କ ଗାଡି ଚୋରି କରି ନେଇଥିବା ଅଭିଯୋଗ ହୋଇଛି । କାଶୀନଗର ପୋଲିସ ଘଟଣାର ତଦନ୍ତ ଜରି ରଖିଛି ।