BRG IRON AND STEEL ଶ୍ରମିକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

0
240

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ, (୨୭/୦୮/୨୦୨୧) : ଆଜି ଢେଙ୍କାନାଳ ରେ ଥିବା BRG IRON AND STEEL ପ୍ଲାଣ୍ଟ ର ଶ୍ରମିକ ସଂଘ ତରଫରୁ ନୂତନ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କୁ ଭେଟି ପୁଷ୍ପ ଗୂଚ୍ଛ ଦେବା ସହ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ।

BRG IRON AND STEEL ଶ୍ରମିକ ସଂଘ ର ସାଧାରଣ ସମ୍ପାଦକ ତଥା ଭାରତୀୟ ମଜଦୂର ସଂଘ ର ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ର, ସମ୍ପାଦକ ଶ୍ରୀଧର ପାଣି, ଶୋଭେନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନୂତନ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

ଆଗାମୀ ଦିନ ମାନଙ୍କ ରେ *BRG IRON AND STEEL ଶ୍ରମିକ ମାନଙ୍କର ଯେଭଳି କୌଣସି ଅସୁବିଧା ହେବ ନାହିଁ ସେଥି ପାଇଁ ଜିଲ୍ଲାପାଳ ଙ୍କ ର ଦୃଷ୍ଟି ଆକର୍ଷଣ କରିଥିଲେ ।