ଗଣେଶ ବିହାରୀଙ୍କ ଜୁନିଅର୍ କୋଚ୍ ଭାବେ GIET University ଗୁଣୁପୁର ରୁ ପ୍ରତିନିଧିତ୍ଵ

0
186

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୩/୯) : କାଶୀନଗର ଗ୍ରାମ ର ଗଣେଶ ବିହାରୀଙ୍କ ଜୁନିଅର୍ କୋଚ୍ ଭାବେ GIET University ଗୁଣୁପୁର ରୁ ପ୍ରତିନିଧିତ୍ଵ କରି କାଶୀନଗର ର ଗୌରବ ରକ୍ଷା କରିଥିବାରୁ ତାଙ୍କୁ ବହୁ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।

ଜୁନିଅର୍ କୋଚ୍ ଗଣେଶ ବିହାରୀଙ୍କ ପିତା କାଳିଆ ବିହାରୀ ଓ ମାତା ନିର୍ମଳା ଦାସ ମଧ୍ୟ ଶିକ୍ଷକତା କରନ୍ତି । Tug of War ର କୋଚ୍ ଭାବେ ୨୧ ଟି ରାଜ୍ୟ ଟିମ୍ କୁ ପଛ ରେ ପକାଇ ରାଜସ୍ଥାନ ରେ ଖେଳିବାକୁ ଯାଉଛନ୍ତି । ସେ ଗାନ୍ଧୀ ଯାନ୍ତ୍ରିକ ବିଶ୍ଵ ବିଦ୍ୟାଳୟ ରେ ବିଟେକ ର ତୃତୀୟ ବର୍ଷ (ECE) ରେ ସେ ପଢୁଛନ୍ତି ।

ଜୁନିଅର୍ କୋଚ୍ ଭାବେ ଗଣେଶ ଯାଇଥିବାରୁ ତାଙ୍କୁ କ୍ରୀଡା ପ୍ରେମୀ ନଳିନୀକାନ୍ତ ପାତ୍ର, ଏମ୍ ଚୀନୁ, ରଘୁରାମ ସାହୁ, ରାଜେଶ୍ ମିସଲ ଭବ୍ୟ ଶୁଭେଚ୍ଛା ଜଣାଇଛନ୍ତି ।