ବାହ୍ୟ ମଳମୁକ୍ତ ଗ୍ରାମ ପଂଚାୟତ ଗଠନ ନିମନ୍ତେ “୧୦୦-ଦିନିଆ ଅଭିଯାନ “

0
180

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୭/୯) : ରାୟଗଡ଼ ଜିଲ୍ଲାର ଗ୍ରାମ୍ୟଞ୍ଚଳର ସମସ୍ତ ବ୍ଲକର ସମସ୍ତ ଗ୍ରାମରେ ବାହ୍ୟ ମଳମୁକ୍ତ ଗ୍ରାମ ପଂଚାୟତ ଗଠନ ନିମନ୍ତେ “୧୦୦-ଦିନିଆ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଟିତ କରିବା ଲାଗି ରାୟଗଡା ଜିଲ୍ଲାପାଳଙ୍କର ତତ୍ଵବୋଧନରେ ଏକ ବୈଠକ ଅନୁଷ୍ଟିତ କରାଯାଇଥିଲା ।05ab7aaa 9634 4577 94c8 e4be6e26a223 ବାହ୍ୟ ମଳମୁକ୍ତ ଗ୍ରାମ ପଂଚାୟତ ଗଠନ ନିମନ୍ତେ "୧୦୦-ଦିନିଆ ଅଭିଯାନ "

ଏହି କାର୍ଯକ୍ରମରେ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଁସ୍ଥା ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ଵର ଚନ୍ଦ୍ର ନାୟକ ଏହାକୁ ସଭିଙ୍କୁ ସ୍ଵାଗତ କରି ବୈଠକଟିକୁ ପାୱାର ପୋଇଣ୍ଟ ମାଧ୍ୟମରେ ଆଲୋଚନା କରିଥିଲେ, ଏବଂ ଏଥିରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସରକାରଙ୍କ ଠାରୁ ଆସିଥିବା ପତ୍ର ସଂଖ୍ୟା. ୧୪୫୦୩ ତା. ୦୨.୦୯.୨୦୨୧ ରିଖ. ସ୍ବଚ୍ଛଭାରତ ମିଶନ- ଗ୍ରାମୀଣ କାର୍ଯ୍ୟକ୍ରମକୁ ସଫଳ ରୂପେ କିପରି ବାହ୍ୟ ମଳମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ “୧୦୦-ଦିନିଆ ଅଭିଯାନ” ଶୁଭାରମ୍ଭ କରିଥିଲେ ।09d75e68 4b14 42ad 9e16 3ebd11572686 ବାହ୍ୟ ମଳମୁକ୍ତ ଗ୍ରାମ ପଂଚାୟତ ଗଠନ ନିମନ୍ତେ "୧୦୦-ଦିନିଆ ଅଭିଯାନ "

ଏହି ବୈଠକର ମୂଳ ଉଦେଶ୍ୟ ହେଲା ତା ୦୧/୦୯/୨୦୨୧ ରୁ ୦୯.୧୨.୨୦୨୧ ରିଖ ବ୍ୟବଧାନ ମଧ୍ୟରେ ଗୋଟିଏ ବ୍ଲକକୁ ଏବଂ ଅନ୍ୟ ବ୍ଲକର ୨୫% ଗ୍ରାମପଞ୍ଚାୟତକୁ ବାହ୍ୟ ମଳମୁକ୍ତ ପଞ୍ଚାୟତ ରୂପେ ଘୋଷଣା କରାଯିବ ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଗେ।ଷ୍ଟି ଉନ୍ନୟନ ଅଧିକାରୀ, ଏପିଓ (ଏନଆରଇଜିଏ) ,ଜିଲ୍ଲାଜଳ ଓ ପରିମଳ ବିଭାଗର ଅଧିକାରୀ,ବ୍ଲକ ନୋଡାଲ ଅଫିସର, ବ୍ଲକ ସଂଯୋଜକ, ଜିଲ୍ଲା ଜଳ ଓ ପରିମଳ ମିଶନର ପରାମର୍ଶ ଦାତା (DSC) ଆଶୁତୋଷ ପ୍ରସାଦ ନାୟକ ଏବଂ ୱ।ଇ. ଜୟଲକ୍ଷ୍ମୀ ପାତ୍ର ପରିଚାଳନା କରିଥିଲେ ।