ସିଏସସି ଏକାଡେମୀ ଆନୁକୂଲ୍ୟରେ ଆର ପି ଏଲ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
210

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଟିଟିଲାଗଡ,ବଲାଙ୍ଗୀର,(୧୫/୦୯) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅବସ୍ଥିତ ସିଏସସି ଏକାଡେମୀ ଆନୁକୂଲ୍ୟରେ ଆରପିଲ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା |

ଏଥିରେ ସିଏସସି ଏକାଡେମୀ ତରଫରୁ ଜିଲ୍ଲା ପରିଚାଳକ ଶ୍ରୀ ଜ୍ୟୋତି ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ଶ୍ରୀ ନାରାୟଣ ରଣା, ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଏହି ଆରପିଏଲ ସାର୍ଟିଫିକେଟ ପ୍ରଦାନ କରିଥିଲେ | ସି ଏସ ସି, ଟିଟିଲାଗଡ ଭିଏଲଇ ଶ୍ରୀ ସୁଦାମ କୁମାର ନାୟକଙ୍କ ତତ୍ଵାବଧାନରେ ସାର୍ଟିଫିକେଟ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା |