ଗଣେଷ ପୂଜା ରେ ଅର୍ଣ୍ଣ ଭୋଜନ ବଣ୍ଟନ

0
261

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୧୬/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ କରାଯାଉଥିବା ଗଣେଷ ପୂଜା ର ସାତ ଦିନ ପରେ ଆଜି ଅର୍ଣ୍ଣ ଭୋଜନ ବଣ୍ଟନ କରାଯାଇଛି ।c54b57fc 9c09 4ce2 a9e8 5f14aab230d9 ଗଣେଷ ପୂଜା ରେ ଅର୍ଣ୍ଣ ଭୋଜନ ବଣ୍ଟନ

ପଞ୍ଚାୟତକୁ ଭତ୍ତା ପାଇଁ ଆସିଥିବା ବିଧବା, ବିକଳାଙ୍ଗ, ବାର୍ଦ୍ଧକ୍ୟ ବୁଡା ବୁଡି,ଦୁଃଖୀ, ଗରିବ ଓ ଭକ୍ତ ଙ୍କ ନିମନ୍ତେ ପ୍ରାୟ ୧ ହଜାର ଲୋକ ମାନଙ୍କ ପାଇଁ ଗଣେଷ ପୂଜା ରେ ଅର୍ଣ୍ଣ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ଏଥିରେ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଛନ୍ତି ।