Friday, March 29, 2024

Top 5 This Week

Related Posts

ହରଭଙ୍ଗା ବ୍ଲକ BEO କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୭/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ BEO କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ ୧ ଘଟିକା ସମୟ ରେ ହରଭଙ୍ଗା ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |

ହରଭଙ୍ଗା ବ୍ଲକ BEO କାର୍ଯ୍ୟାଳୟ ବୈଠକ ରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉଦୟ ନାଥ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ | BEO ଦେବରାଜ ପ୍ରଧାନ, DEO ମାଝୀ ମହୋଦୟ ଙ୍କ ଫୁଲତୋଡ଼ା ଓ଼ ଉପ ଢୌକନ ଦେଇ ସ୍ୱାଗତ ଜଣାଇ ଥିଲେ | ସମୀକ୍ଷା ବୈଠକ ରେ DEO ଜିଲ୍ଲାରେ ଶିକ୍ଷା ସେତୁ ଯୋଜନା କାର୍ଯ୍ୟ କାରି କରିବାକୁ ନିର୍ଦ୍ଦେଶ ଦେଇଥି ଲେ | ମୋ ସ୍କୁଲ ଅଭିଯାନ ରେ ସମସ୍ତ ଲୋକଙ୍କୁ ଯୋଡି ସ୍କୁଲ ର ଉନ୍ନତି ପାଇଁ ବ୍ଲକ ର ସମସ୍ତ CRCC ମାନଙ୍କୁ ପରାମର୍ଶ ଦେଇଥିଲେ | ପରିଶେଷ ରେ ABEO ଯୁଗିଆ ବରିହା ଧନ୍ୟବାଦ ଅର୍ପଣ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles