ବୌଦ୍ଧ ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘ ଦ୍ୱାରା ବିଶ୍ୱକର୍ମା ପୂଜା ପାଳିତ

0
519

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୭/୦୯) : ଆଜି ବିଶ୍ୱ ନିର୍ମାଣ କର୍ତ୍ତା ଶ୍ରୀ ଶ୍ରୀ ବିଶ୍ୱକର୍ମା ଙ୍କ ପୂଜା କୁ ବୌଦ୍ଧ ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘ ମହା ଆନନ୍ଦ ରେ ପାଳନ କରିଛି |

ବୌଦ୍ଧ ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘ ସଭାପତି ବିପିନ ବିହାରୀ ବ୍ରହ୍ମା, ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଳି,ଜିଲ୍ଲା ସମ୍ପାଦକ ସୁଜିତ ସ୍ୱାଇଁ, କୋଷାଧକ୍ଷ କୈଳାଶ ସାହୁ, ଙ୍କ ତତ୍ଵାବଧାନରେ ସହଦେଵ ମାହାକୁଡ଼, କପିଳ ପ୍ରଧାନ, ଅଶୋକ ଜଟି, ଅଭିମନ୍ୟୁ ଷlଣ୍ଢ,ଜିତୁ ପ୍ରଧାନ, କିଶୋର ପ୍ରଧାନ, ରଂଜିତ ଦେହୁରୀ, ରିଙ୍କୁ ଛତ୍ରିଆ, ଚିନ୍ମୟ ସାହୁ ଇତ୍ୟାଦି ବୌଦ୍ଧ ବ୍ଲକର ୧୧ ଟି ପଞ୍ଚାୟତ ର ଡ୍ରାଇଭର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସିଦ୍ଧପୁର “ତାଲସରଡା “ଠାରେ ପାଳିତ କରିଥିଲେ |

ଅତିଥି, ସୁନୀଲ ଦାସ, ଓ଼ ଶମ୍ଭୁ ପ୍ରସାଦ ଦାସ ଏହି ଉତ୍ସବ ରେ ଯୋଗ ଦେଇଥିଲେ | ସେହିଭଳି ହରଭଙ୍ଗା, ବୌଦ୍ଧ, ଓ଼ କଣ୍ଟାମାଳ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ସ୍ଥାନ, ଦୋକାନ ରେ ଏହି ବିଶ୍ୱକର୍ମା ପୂଜା ପାଳିତ ହୋଇଛି |