ଜିଆଇଇଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ଦକ୍ଷିଣ ଓଡ଼ିଶା ଅର୍ଥଶାସ୍ତ୍ର ସଂଘ ଦ୍ୱାରା ୭ମ ବାର୍ଷିକ ଜାତୀୟ ପାଠ୍ୟଚକ୍ର ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ ଗୁଣୁପୁର, (୧୮/୦୨) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଦକ୍ଷିଣ ଓଡ଼ିଶା ଅର୍ଥଶାସ୍ତ୍ର ସଂଘ ପକ୍ଷରୁ ୭ମ ବାର୍ଷିକ ଜାତୀୟ ପାଠ୍ୟଚକ୍ର ଶୀର୍ଷକ “ପାରିବାରିକ କୃଷି କର୍ମ ଓ ବର୍ଷାଜଳ ଭିତ୍ତିକ କୃଷି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ” ଅନୁଷ୍ଠିତ ହୋଇଯାଇଛି । ଏହି ପାଠ୍ୟଚକ୍ରରେ ମୂଖ୍ୟ ଅତିଥି ଭାବେ ଜିଆଇଇଟି ବିଶ୍ଵବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ବର୍ତ୍ତମାନ ନୂତନ ପୀଢ଼ି ଗବେଷଣା ଓ … Continue reading ଜିଆଇଇଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ଦକ୍ଷିଣ ଓଡ଼ିଶା ଅର୍ଥଶାସ୍ତ୍ର ସଂଘ ଦ୍ୱାରା ୭ମ ବାର୍ଷିକ ଜାତୀୟ ପାଠ୍ୟଚକ୍ର ଅନୁଷ୍ଠିତ