Friday, March 29, 2024

Top 5 This Week

Related Posts

ଲାକାପାଇ ଗାଁରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ : ବିଜେଡି ରେ ୮ ଜଣ କଂଗ୍ରେସ କର୍ମୀ ମିସିଲେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୧୭/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଲାକାପାଇ ଗାଁରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ଲାକାପାଇ ଗାଁରେ ବିଜେଡି ବ୍ଲକ ସଭାପତି ସୁନ୍ଦରରାଓ ବାଗ ଙ୍କ ନେତୃତ୍ୱରେ ଏମ ଧର୍ମେନ୍ଦ୍ର,ରମାକାନ୍ତ ପରିଛା,କିଶୋର ଚନ୍ଦ୍ର ପାଢ଼ୀ, ମାନସିଂ ଗରଡ଼ିଆ, ଆପାରାଓ ପ୍ରେରସିକା, ପୂର୍ବତନ ସରପଞ୍ଚ ହେଚ ହିଆଲ ସମେତ ଦଳୀୟ କର୍ମୀ ଙ୍କ ଉପସ୍ଥିତିରେ ଲାକାପାଇ ଗାଁ ର ୮ ପରିବାର କଂଗ୍ରେସ ଦଳ ଛାଡି ବିଜେଡି ରେ ମିଶିଥିଲେ ।

Popular Articles