Friday, March 29, 2024

Top 5 This Week

Related Posts

ପୁରିଟି ଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷଣ ମେଳା ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୦/୦୯) : କାଶୀନଗର ବ୍ଲକ୍ ଖାଣ୍ଡ ବା ଗ୍ରାମ ପଞ୍ଚାୟତ ର ପୁରିଟି ଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ପୋଷଣ ମେଳା ଅନୁଷ୍ଠିତ ହୋଇଯାଇଛି ।

ଏହି ଗ୍ରାମ ରେ ଥିବା ସ୍ଵୟଂ ସହାୟକ ଗୋଷ୍ଟି ଓ ପୁରିଟି ଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି ମେଳା ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ପ୍ରକାର ପରିବା,ଡାଲି,କ୍ଷୀର,ଛେନା ,ତେଲରେ କି କି ପୋଷଣ ମିଳୁଛି । ମାଆ ମାନେ ନିଜ ନିଜ ପିଲାଙ୍କୁ କିଭଳି ଖାଦ୍ୟ ଦେବେ ସନ୍ତୁଳିତ ଖାଦ୍ୟ ଦ୍ଵାରା କିଭଳି ପୋଷଣ ମିଳିବ ତାକୁ ନେଇ ଏକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ।

Popular Articles