ବୌଦ୍ଧ ଜିଲ୍ଳାପାଳ ଙ୍କ ହରଭଙ୍ଗା 5T ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ପରିଦର୍ଶନ

0
305

e8399dfe 0944 4feb 8170 880e8faa849a ବୌଦ୍ଧ ଜିଲ୍ଳାପାଳ ଙ୍କ ହରଭଙ୍ଗା 5T ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ପରିଦର୍ଶନରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୬/୯) : ଆଜି ବୌଦ୍ଧ ଜିଲ୍ଳାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ହରଭଙ୍ଗା ବ୍ଳକ୍ ଗସ୍ତରେ ଆସି 5T ଅଧିନରେ ଥିବା ହରଭଙ୍ଗା ଉଚ୍ଚ ବିଦ୍ୟାଳୟ ରେ ନିମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ହରଭଙ୍ଗା ଉଚ୍ଚ ବିଦ୍ୟାଳୟ ଚାରିପାଖ କାମ ର ଟିକିନିଖି ଦେଖିଲେ । କାମ କୌଣସି ହାଲତ ରେ ନିମ୍ନ ମାନର କୁ ସାଲିସ କରାଯିବ ନାହିଁ ଓ ସବୁ କାମ ଉଚ୍ଚ ମାନର ତଥା ସୁନ୍ଦର କରିବାକୁ ବୌଦ୍ଧ ଜିଲ୍ଳାପାଳ ଶ୍ରୀ ମିଶ୍ର ବିଦ୍ଭାଗୀୟ ଅଧିକାରି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପରିଦର୍ଶନ ବେଳେ ହରଭଙ୍ଗା ବିଡିଓ ସୁବାସ ଜାନୀ, ବିଦ୍ଭାଗିୟ ଅଧିକାରୀ ଶ୍ରୀ ମାଝି, ବି.ଇ.ଓ. ଦେବରାଜ ପ୍ରଧାନ, ପ୍ରଧାନ ଶିକ୍ଷକ ମୁରଳି ଧର ରଣା, ପୁର୍ବତନ ଶିକ୍ଷକ ଲବ ପଲିଆ, ପୁରାତନ ଛାତ୍ର ସୁବୋଧ ପ୍ରଧାନ, ନିଳ ରୋହିତ ମହାପାତ୍ର, ସିନୁ ସାହୁ, ଲିଟୁ ଦାସ୍‌, ନିର୍ମଳ ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାମଟି ଠିକ୍ ସମୟ ମଧ୍ୟରେ ଶେଷ କରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ।