ଧଳପୁର ଓ ରାମଗଡ଼ ରେ ସ୍ୱଚ୍ଛତା ଉପରେ ସଚେତନତା ଶିବିର

0
339

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୩୦/୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଓ ରାମଗଡ଼ ପଂଚାୟତ ରେ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ସ୍ୱଚ୍ଛତା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।247ce977 3a64 4c31 86bd 6108fbdfbcf4 ଧଳପୁର ଓ ରାମଗଡ଼ ରେ ସ୍ୱଚ୍ଛତା ଉପରେ ସଚେତନତା ଶିବିର

ଧଳପୁର ଓ ରାମଗଡ଼ ରେ ସ୍ୱଚ୍ଛତା ଉପରେ ସଚେତନତା ଶିବିର ଅନୁଷ୍ଠିତ | ରାମଗଡ଼ ସରପଂଚ ନରେଶ ସେଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶିବିରକୁ ଜିଲ୍ଲା ପରାମର୍ଶ ଦାତା ସରୋଜ ପାଢ଼ୀ, ବ୍ଲକ ସଂଯୋଜକ ବାସୁଦେବ ପୃ ସେଠ, ଯୋଗଦେଇ ସ୍ୱଚ୍ଛତା ନିର୍ମଲ ଉପରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ପଂଚାୟତ ର ସମସ୍ତ ୱାଡ଼ ସଭ୍ୟସଭ୍ୟ,ଆଶା କର୍ମୀ,ଅଙ୍ଗନବାଡି କର୍ମୀ ,ସ୍ୱଚ୍ଛସେବୀ ପ୍ରମୁଖ ଯୋଗଦେଇଥିଲେ, ଶେଷରେ ପଂଚୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରନ୍ଦର ଠେଲା ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ବ୍ଲକ ର ଧଳପୁର ପଂଚୟତ ରେ ସରପଞ୍ଚ ପ୍ରଣୟ ବାରିକ ଙ୍କ ସଭାପତି ତ୍ୱ ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଘବ ନନ୍ଦ ଖେତି ଙ୍କ ସମେତ ପଂଚୟତ ର ସମସ୍ତ ଆଶା, ଅଙ୍ଗନବାଡି କର୍ମୀ ଯୋଗଦେଇଥିଲେ ।