Monday, September 9, 2024

ଦୀର୍ଘ ବର୍ଷ ର ଟିଟିଲାଗଡ଼ ସହର ର ବହୁ ଚର୍ଚ୍ଚିତ ବିକାଶ ଲାଠ ହତ୍ୟାକାଣ୍ଡ ଘଟଣା ର ହେବ ତଦନ୍ତ 

Date:

Share post:

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୪/୦୮) : ସରକାର ପରିବର୍ତ୍ତନ ପରେ ବିଭିନ୍ନ ଚପେଇ ଦିଆଯାଇଥିବା ଗୁରୁତ୍ଵ ପୂର୍ଣ୍ଣ ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀ କୁ ଦଣ୍ଡ ବିଧାନ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ର ବହୁ ଚର୍ଚ୍ଚିତ ଟିଟିଲାଗଡ ସହର ର ବିକାଶ ଲାଠ ହତ୍ୟା କାଣ୍ଡ ଘଟଣା ର ତଦନ୍ତ ହେବା ସୂଚନା ମିଳିଛି

ଦୀର୍ଘ ବର୍ଷ ର ଟିଟିଲାଗଡ଼ ସହର ର ବହୁ ଚର୍ଚ୍ଚିତ ବିକାଶ ଲାଠ ହତ୍ୟାକାଣ୍ଡ ଘଟଣା ର ହେବ ତଦନ୍ତ । ପ୍ରକାଶ ଯେ, ଅତି ନିର୍ମମ ଭାବେ ଟିଟିଲାଗଡ ରୁ ପ୍ରାୟ ୬ କି, ମି ଦୂର ଝାର ଦେଓବନ୍ଧ ସ୍ଥିତି ଏକ ଶିବ ମନ୍ଦିର କଡରେ ଜଣେ ସାତ ବର୍ଷିୟ ଶିଶୁକୁ ଅପହରଣ ସହ ଅଭିଯୁକ୍ତ ୭ ଲକ୍ଷ ଟଙ୍କା ଦାବି କରିବା ସହ ପୋଲିସ କୁ ସୂଚନା ନ ଦେବାକୁ ଚେତାବନୀ ଦେଇ ଥିଲେ । ପରିବାର ବର୍ଗ ପୋଲିସ କୁ ସୂଚନା ଦେଇଥିଲେ ,ଉକ୍ତ ଯୁକ୍ତ ସାରା,ରାତି ନିର୍ମମ ଭାବେ ସିବାରେଟ ଚେଙ୍କ ଦେଇ,ଦେଇ ହତ୍ୟା କରି ସେଠି ଥିବା ଏକ କୂଅ ରେ ପକେଇ ଫେରାର ହୋଇ ଯାଇଥିଲେ । ଏ ସହର ବନ୍ଦ ସହ ତୀବ୍ର ଆନ୍ଦୋଳନ ହୋଇ ଥିଲା ଓ ଘଟଣା ର ସି ବି ଆଇ କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇ ଥିଲା । ସିବିଆଇ ତଦନ୍ତ ରେ ଅନେକ ନାମୀ, ଦାମୀ ଲୋକ ଙ୍କ ସହ ଅନେକ ସନ୍ଦିଗ୍ଧ ଅପରାଧୀ ଙ୍କୁ ଜେରା କରିବା ସତ୍ତ୍ଵେ ଅପରାଧୀ ଙ୍କୁ ଠାବ କରି ପାରି ନ ଥିଲା ।

ଏ ନେଇ ଉକ୍ତ ପରିବାର ନ୍ୟାୟ ସହ ଦୋଷୀ ଙ୍କୁ ଦଣ୍ଡ ବିଧାନ ଏବେ ବି ଚାହୁଁ ଥିବା ବେଳେ ଜିଲ୍ଲା ଜିବେଦୟା ଅନୁଷ୍ଠାନ ତରଫରୁ ଲିଖିତ ତଦନ୍ତ ନିବେଦନ କରିଥିଲେ । ଏ ନେଇ ମୋହନ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସୂଚନା ପ୍ରଦାନ କରିବା ପ୍ରତିଶ୍ରୁତି ଦେଇଥିବା ବେଳେ କଣ ପଦକ୍ଷେପ ନିଆଯିବ ଦେଖି ବାକୁ ବାକି ରହିଲା ।

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...