ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୧୪/୦୮) : ରାୟଗଡା ଜିଲ୍ଲା ବିଷମ କଟକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l
ଏହି ଉଦ୍ଧଘାଟନ ରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନମିତା କୁଲୁସିକା ତଥା ଶିଶୁମନ୍ଦିର ଉପ ସଭାପତି ଶ୍ରୀମତୀ କେ. ସଂଙ୍କରିଦେବି,ସଂକୁଳ ସଂଯୁଜକ ଉମାକାନ୍ତ ବେରଦଳାଇ, ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ଗୌଡ଼,ପ୍ରଧାନ ଅଚାର୍ଯ୍ୟl ପାର୍ବତୀ ପଣ୍ଡା, ସୁବାଷ ଲେଙ୍କା, ରମାକାନ୍ତ ନାଗ, ସୁଶ୍ରୀ ମିନାକ୍ଷୀ ପ୍ରଧାନୀ, ଓ ସମସ୍ତ ଶିଶୁମନ୍ଦିର ଦାୟିତ୍ୱ ରେଥିବା ଆଚାର୍ଯ୍ୟ ଅଚର୍ଯ୍ୟା କୁନି ବୈଜ୍ଞାନିକ ମାନେ ଏହି ଜ୍ଞାନ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିଛନ୍ତି l ଶିଶୁ ବର୍ଗବିଭାଗ ରେ ୩୫ ଜଣ ବଲଵାର୍ଗରେ ୧୮ ଜଣ ଏବଂ ଅନ୍ୟାଅନ୍ୟରେ ପ୍ରଶ୍ନମଞ୍ଚ ପ୍ରକଳ୍ପ ପ୍ରୟୋଗ ରେ ମୋଟ ୬୨ ଜଣ ଶିଶୁ ଭାଇ ଓ ଭଉଣୀ ମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି l ଏହି ବିଜ୍ଞାନ ମେଳାରେ ପ୍ରଥମ ଓ ଦ୍ୱତୀୟ ସ୍ଥାନ ଅଂଶ ଗ୍ରହଣ କରିଥିବା ଶିଶୁ ଭାଇ ଭଉଣୀ ଙ୍କୁ ଟ୍ରଫି ଓ ମାନ ପାତ୍ର ପୁରସ୍କାର ବିତରଣ କରିଥିଲେ l
ଏଥିରେ ସମସ୍ତ ପ୍ରତି ଭାଗି ପ୍ରଥମ ଉଦ୍ଧଘାଟିତରେ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ଆଚାର୍ଯ୍ୟ ଉପସ୍ଥିତ ଥିଲେ l ଏଭଳି ଏଥିରୁ ଯେଉ ମାନେ ଛାୟାନିତ ହେବେ ସେମାନେ ବିଭାଗ ସମ୍ଭାଗ ସ୍ତରୀୟ କାର୍ଯ୍ୟକ୍ରମ ତରଫରୁ ଗୁଣୁପୁର ଏବଂ କେସିଙ୍ଗା ଠାରେ ଆଗାମୀ ୨୫ ତାରିଖ ରେ ଏହି ବିଜ୍ଞନ ମେଳା ଅନୁଷ୍ଠିତ ହେବ ସେଥିରେ ଏମାନେ ଅଂଶ ଗ୍ରହଣ କରିବେ ବୋଲି ପ୍ରଧାନ ଆଚାର୍ଯ୍ୟ କହିଥିଲେ l