Friday, March 29, 2024

Top 5 This Week

Related Posts

ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଆରମ୍ଭ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୨/୧୦) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାମାଜିକ ସେବା କାର୍ଯ୍ୟକ୍ରମ ପାଟଣାଗଡ ବ୍ଲକ ଉଲବା ଗ୍ରାମର ହାଇସ୍କୁଲ ପରିସର ଓ ରାସ୍ତା ସଫେଇ କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ।

ସଫେଇ ପ୍ରତି ସମସ୍ତ ଜନ ସାଧାରଣ ବିଶେଷ ଧ୍ୟାନ ଦେବାକୁ ପାଟଣାଗଡ ବିଧାୟକ ସରୋଜ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକମ୍ରରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ଗ୍ରାମବାସୀମାନେ ଯୋଗଦାନ କରିଥିଲେ ।

Popular Articles