Monday, October 14, 2024

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

Date:

Share post:

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଗ୍ରୋସରୀ ବିତରଣ ଗ୍ରାହକ କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମକୁ ବ୍ଲକ ଅଧକ୍ଷା ପିଙ୍କି ବେହେରା, ଓ ଅତିରିକ୍ତ ବିଡ଼ିଓ ନିରାକାର ଜେନାଙ୍କ ଉପସ୍ଥିତି ରେ କରାଯାଇଥିଲା ।WhatsApp Image 2024 09 06 at 17.15.58 ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ସାମ୍ନାନୀତ ଅତିଥି ଭାବେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଂର ଅତିରିକ୍ତ ସିଇଓ ଟୁନା ସେଠୀ ଡ଼ିଏମ ଯୋଗେନ୍ଦ୍ର ସେଠୀ, ଡ଼ି ଏ ଏମ ସାରଥୀ ନାୟକ, ଖଲ୍ଲିକୋଟ ବିଏମ ସଞ୍ଜୟ ସ୍ବାଇଁ, କବିସୂର୍ଯ୍ୟ ନଗର ବିଏମ ଚନ୍ଦନ ସ୍ବାଇଁ, ବିଏ ଏମ, ପ୍ରଭାକର ଜେନା ଙ୍କ ସହ ବ୍ଲକ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ତାପସ ବେହେରା, ଏବଂ ପୁରୁଷୋତ୍ତମପୁର ଏନଏସି ଓ ପଞ୍ଚାୟତ ର ସମସ୍ତ ଏବିଏମ,ପିଇଓ, ଏଫିଓ ଯୋଗ ଦେଇଥିଲେ । ଏହାସହ ପ୍ରଥମେ ଡିଲର କେନ୍ଦ୍ର ର ମୁଖ୍ୟ କିଶୋର ଚନ୍ଦ୍ର ପଣ୍ଡା ଅଭିଜ୍ଞ ପୁରୋହିତ କାହ୍ନୁ ଚରଣ ଦାଶଙ୍କ ଦ୍ୱାରା ପୁଜା କର୍ମ କରାଇଥିଲେ ।

ଏହି ଏସ ଏସ କେନ୍ଦ୍ର ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ,ଏହିକେନ୍ଦ୍ର ଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରଲୋକମାନେ ଏହି ଜେନ୍ଦ୍ର ରୁ ସୁଲଭ ମୂଲ୍ୟରେ ନାମୀ ଦାମୀ କମ୍ପାନୀର ସାମାନ କୁ ୧୦ ରୁ ୧୫ ପ୍ରତିଶତ ଡ଼ିସକାଉଣ୍ଟ ରେ ପାଇ ପାରିବେ । ଏହି କେନ୍ଦ୍ରରେ କେବଳ ଗ୍ରୋସରୀ ସାମାନ ମିଳିବ କିନ୍ତୁ, ଆଗାମୀ ଦିନରେ ଏହି ଏସ ଏସ କମ୍ପାନୀ ର ଇଲେକ୍ଟ୍ରି, ଫରନୀଚର, ପ୍ଲାମ୍ବର, ସହିତ ଅନ୍ୟନ୍ୟ ସାମଗ୍ରୀ ମଧ୍ୟ ଅନ୍ୟ କାଉଣ୍ଟର ଖୋଲାଯାଇ ଲୋକଙ୍କୁ ରିହାତି ଦରରେ ଯୋଗଇ ଦିଆଯିବ ବୋଲି କମ୍ପାନୀର ଡ଼ିଏ ଏମ ଯୋଗୀନ୍ଦ୍ର ସେଠୀ ସମସ୍ତଙ୍କୁ ସୂଚନା ଦେଇଛନ୍ତି । ଏହି ଡିଲର କେନ୍ଦ୍ର ବିଶ୍ୱ ମୋହନ ପଣ୍ଡା ଙ୍କ ତତ୍ୱା ବଧାନ ରେ ଆରମ୍ଭ ହୋଈ ଥିଲା ।

spot_img

Related articles

ବାଇକକୁ ଧକ୍କା ଦେଇ ଜଳିଗଲା ‘ଚକାଡୋଳା’ ବସ୍‌; ଜଣେ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଯାଜପୁର, (୧୪/୧୦) : ବାଇକକୁ ଧକ୍କା ଦେଇ ଜଳିଗଲା ବସ୍। ଯାଜପୁର ଜିଲ୍ଲା ଏନ୍ଏଚ୍...

ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୧୩/୧୦) : ସମଗ୍ର ବିଶ୍ୱର କଲ୍ୟାଣ ଓ ଜିଲ୍ଲାର ବିକାଶ ପାଇଁ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା...

ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କା; ୩ ଆହତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // କୋରାପୁଟ, (୧୪/୧୦) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା କଟ୍ରାକଣା ଗ୍ରାମ ନିକଟରେ ସଡ଼କ...

ଜମ୍ମୁ-କଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ, ଓମାରଙ୍କ ପାଇଁ ଫିଟିଲା ବାଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଜମ୍ମୁ-କଶ୍ମୀର, (୧୪/୧୦) : ଜମ୍ମୁ-କଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ। ରବିବାର ବିଳମ୍ବିତ ରାତିରେ ପ୍ରାୟ...