ଲୋଇସିଂହା ବସଷ୍ଟାଣ୍ଡ ଠାରେ ଏଚଡିଏଫସି ବ୍ୟାଙ୍କର ନୂତନ ଏଟିଏମ ଉଦଘାଟିତ

0
218

cd1972f7 8aad 48fd 83c1 6b0b47ba8c64 ଲୋଇସିଂହା ବସଷ୍ଟାଣ୍ଡ ଠାରେ ଏଚଡିଏଫସି ବ୍ୟାଙ୍କର ନୂତନ ଏଟିଏମ ଉଦଘାଟିତରିପୋର୍ଟ : ବିମଳେନ୍ଦୁ ସାହୁ //
ଲୋଇସିଂହା, (୦୭/୧୦) : ଲୋଇସିଂହା ବସଷ୍ଟାଣ୍ଡ ଠାରେ ଏଚଡ଼ିଏଫସି ବ୍ୟାଙ୍କର ନୂତନ ଏଟିଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି ।

ଲୋଇସିଂହା ବସଷ୍ଟାଣ୍ଡ ଠାରେ ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ । ବ୍ୟାଙ୍କର ହୀରପୁର ଶାଖା ପରିଚାଳକ ଚିତ୍ତରଞ୍ଜନ ବୁଡେକ, ଦିନେଶ ବାଗ, ଦେବାଶିଷ ଶତପଥୀ, ଗୌରହରି ଭୁଏ, ଦୁର୍ଯ୍ୟୋଧନ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।