Friday, October 22, 2021
Homeଜିଲ୍ଲା ଖବରଧଳପୁର ହାଇସ୍କୁଲ ଛକ ଠାରେ ୩୯ ତମ ମାଁ ଜଗତ ଜନନୀ ଦୁର୍ଗା ଙ୍କ ପୂଜା...

ଧଳପୁର ହାଇସ୍କୁଲ ଛକ ଠାରେ ୩୯ ତମ ମାଁ ଜଗତ ଜନନୀ ଦୁର୍ଗା ଙ୍କ ପୂଜା ଅନୁଷ୍ଠିତ 

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ,(୧୩/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଧଳପୁର ହାଇସ୍କୁଲ ଛକ ଠାରେ ମା ଦୁର୍ଗା ଙ୍କ “୩୯ ତମ ଦୁର୍ଗାପୂଜା” ଦୁର୍ଗାପୂଜା କମିଟିର ସଭାପତି ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି |

ସୂଚନା ଅନୁଯାଇ ଧଳପୁର ହାଇସ୍କୁଲ ଛକ ଠାରେ ମାଁ’ଙ୍କ ପୂଜା ବିଗତ ୧୯୮୨ ମସିହାରୁ ସ୍ଥାନୀୟ ଶ୍ରୀ ନାରାୟଣ ଭୋକ୍ତା ଓ ବିନୋଦ ପ୍ରଧାନ ଶିକ୍ଷକ ୨ ଜଣଙ୍କ ତତ୍ଵାବଧାନ ରେ ଦୀର୍ଘ ୧୩ ବର୍ଷ ଧରି ଚାଲିଥିଲା | ୧୩ ବର୍ଷ ପରେ କମିଟିର ସଭାପତି ଚନ୍ଦନ ମହାକୁଡ଼ ଙ୍କ ନେତୃତ୍ୱ ରେ ଏହି ପୂଜା ଚାଲିଆସୁଅଛି | ଚଳିତ ବର୍ଷ କୋଡିଡ଼ କଟକଣା ଭିତରେ ମାଁ’ଙ୍କୁ ଅଷ୍ଟମୀ ଠୁ ପୂଜା ଆରମ୍ଭ ହୋଇଯାଇଛି |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments