Friday, March 29, 2024

Top 5 This Week

Related Posts

କଂଗ୍ରେସ ଦଳ ଓ C. P. I. (M. L.) ପକ୍ଷରୁ ବନ୍ଧୁଗାଁ ବ୍ଲକରେ ମିଳିତ ଭାବରେ ବନ୍ଦ ପାଳନ

ରିପୋର୍ଟ : ମିନା ବେହେରା //
ବନ୍ଧୁଗାଁ,(୧୫/୦୭) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତରଫରୁ ଛି. କଂଗ୍ରେସ ଦଳ ଓ C. P. I. (M. L.) ତରଫରୁ ମିଳିତ ଭାବରେ ଆଜି ସାନସରପଲ୍ଲୀ ଛକ ଠାରେ ସକାଳ ୬ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିଥିଲେ |ccf058ac 5aca 4913 a7f4 9816bfd704e5 କଂଗ୍ରେସ ଦଳ ଓ C. P. I. (M. L.) ପକ୍ଷରୁ ବନ୍ଧୁଗାଁ ବ୍ଲକରେ ମିଳିତ ଭାବରେ ବନ୍ଦ ପାଳନ

ଚାଷୀ ମୁଲିଆ ଜିଲ୍ଲା ସଭାପତି କଣ୍ଡାଗରୀ ପାଇଡାମା ଙ୍କ ଉପସ୍ଥିତିରେ ଡିଜେଲ, ପେଟ୍ରଲ, ରନ୍ଧନ ଗ୍ୟାସ ଡାଲି ଓ ଖାଇବା ତେଲ ଖାଦ୍ୟ ପଦାର୍ଥର ଦର କମ କରିବାପାଇଁ ମିଳିତ ଭାବରେ ସ୍ଲଗାନ ଦେଇଥିଲେ | ସାନସରପଲ୍ଲୀ ଛକଠାରେ ଗାଡି, ମଟର, ଟ୍ରକ, ବସ ଗୁଡିକ ବନ୍ଦ ପାଳନ କରିଥିବା ସମୟରେ, ବ୍ଲକ ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖୋସଲା ବ୍ଲକ ସଭାପତି ଡି. ଏନକେଟି, ରାଜା ଅଙ୍ଗୁରାଲୁ ଭାରତ ରାଜୁ କାପଲଡା ସରପଞ୍ଚ କେ ଗୁମ୍ଫା କାମେଶ୍ୱର ରତ୍ନାଲୁ, ଗପାଲ, ରୁପଚନ୍ଦ୍ର ଲିମା, ଟି ତାଉଟି ରାଜୁ, ସୁରେଶ ସଉକାର,ଚାଷୀମୁଲିଆ ସଙ୍ଗ କଂଗ୍ରେସ ଦଳ ଓ C. P. I. (M. L.) ତରଫରୁ ବ୍ଲକ ସଭାପତି ଆଦାନା କାଡ୍ରାକା ସମ୍ପାଦନ ଶ୍ରୀନୁ ମାଣ୍ଡିଙ୍ଗି, ଯୁବା ଛାତ୍ର ଜିଲ୍ଲା ସଭାପତି ସୁବାରାଓ, କେ କେଣ୍ଡୁରୁକା, ତ୍ରିରମ ମାଝୀ ନେତ୍ରୀ ଓଡିଶା ହାଇକୋର୍ଟ ଓକିଲ ଟାଙ୍କୁଶୀତ୍ରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏ ଏସ ଆଇ ରାଧା୍ରମଣ ବେହେରା ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles