କାଶୀନଗର ବ୍ଲକ୍ ର ପୋଲୁରୁ ଠାରେ ଅଟୋ ଓ ବାଇକ୍ ଦୁର୍ଘଟଣା : ଗ୍ରସ୍ତ ବାଇକ୍ ଆରୋହୀ ମୃତ

0
214

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୦/୧୦) : ଆଜି ସନ୍ଧ୍ୟା ସମୟ ରେ କାଶୀନଗର ବ୍ଲକ୍ ର ପଲୁରୁ ଠାରେ ଅଟୋ ଓ ବାଇକ୍ ର ମୁହାଁ ମୁହିଁ ଧକ୍କା ଲାଗିବା ଫଳରେ ବାଇକ୍ ଆରୋହୀ ଅନ୍ଦ୍ରସୀଙ୍ଗି ଗ୍ରାମ ର ସୁଲଗ୍ନ ଜେନା(୨୮) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

ଅନ୍ୟ ୫ ଜଣ ଗୁରୁତର ଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି । କାଶୀନଗର ବ୍ଲକ୍ ର ପୋଲୁରୁ ପାରଳାଖେମୁଣ୍ଡି ଥାନା ଇଲାକାରେ ଯାଉଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।