Thursday, March 28, 2024

Top 5 This Week

Related Posts

ବିଧାନସଭା ସମ୍ମୁଖରେ ଧାରଣା ଦେବା ନେଇ ହରଭଙ୍ଗା ବ୍ଲକ ର ଗାଁ ସାଥୀ ଙ୍କ ବୈଠକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ, (୧୯/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ସମସ୍ତ ଗାଁ ସାଥୀ ଙ୍କ ସଂଘ ତରଫରୁ ଆଜି ବିଧାନସଭା ସମ୍ମୁଖରେ ଧାରଣା ଦେବା ନେଇ ଏକ ସାଙ୍ଗଠନିକ ବୈଠକ ପୁରୁଣା କଟକ ପଞ୍ଚାୟତ ଅଫିସ ଠାରେ ଅନୁଷ୍ଠିତ ହୋଇ ଯାଇଛି |

୦୨/୧୦/୨୦୧୧ ରେ ବୌଦ୍ଧ ଜିଲ୍ଲା ତରଫରୁ ବିଧାନସଭା ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ପୂର୍ଵ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ବୈଠକ ରେ ଜିଲ୍ଲା ସମ୍ପାଦକ ଅଖଣ୍ଡ ଭବ ସାଗର ସଭାପତିତ୍ୱ କରିଥିବା ବେଳେ ଜୟନ୍ତ ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ଜ୍ଞାନ ରଞ୍ଜନ ବେହେରା, ଚିତ୍ତ ରଞ୍ଜନ ପ୍ରଧାନ, ବିଶାଳ ହାତୀ, ରଶ୍ମିତା ଭୋକ୍ତା, ସ୍ବର୍ଣ୍ଣ ଲତା ଭୋକ୍ତା ଓ ହରଭଙ୍ଗା ବ୍ଲକ ର ବହୁ ଗାଁ ସାଥୀ ଉପସ୍ଥିତ ରହିଥିଲେ | ବିଧାନସଭା ସମ୍ମୁଖ ରେ ଧାରଣା ଦେବା ନେଇ ଗାଁ ସାଥୀ ମାନେ ସ୍ଥିର କରିଥିଲେ |

Popular Articles