-5.7 C
Innichen
Saturday, January 22, 2022

ବିଧାନସଭା ସମ୍ମୁଖରେ ଧାରଣା ଦେବା ନେଇ ହରଭଙ୍ଗା ବ୍ଲକ ର ଗାଁ ସାଥୀ ଙ୍କ ବୈଠକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୯/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ସମସ୍ତ ଗାଁ ସାଥୀ ଙ୍କ ସଂଘ ତରଫରୁ ଆଜି ବିଧାନସଭା ସମ୍ମୁଖରେ ଧାରଣା ଦେବା ନେଇ ଏକ ସାଙ୍ଗଠନିକ ବୈଠକ ପୁରୁଣାକଟ ପଞ୍ଚାୟତ ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି |

୦୨/୧୦/୨୦୧୧ ରେ ଜିଲ୍ଲା ତରଫରୁ ବିଧାନସଭା ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ପୂର୍ଵ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ଜିଲ୍ଲା ସମ୍ପାଦକ ଅଖଣ୍ଡ ଭବସାଗର ସଭାପତିତ୍ୱ କରିଥିବା ବେଳେ ଜୟନ୍ତ ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ଜ୍ଞାନରଞ୍ଜନ ବେହେରା, ଚିତ୍ତରଞ୍ଜନ ପ୍ରଧାନ, ବିଶାଳ ହାତୀ, ରଶ୍ମିତା ଭୋକ୍ତା ସ୍ବର୍ଣ୍ଣ ଲତା ଭୋକ୍ତା, ଓ ବ୍ଲକର ବହୁ ଗାଁ ସାଥୀ ଉପସ୍ଥିତ ରହିଥିଲେ |

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles