ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ

0
184

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୧/୧୦) : ରାୟଗଡା ଜିଲ୍ଲ ଗୁଣୁପୁର ସହର ର ବୃନ୍ଦାବତୀ ନଗର ଠାରେ ପ୍ରତ୍ୟେକ ବର୍ଷ ଭଳି ମାଆ ଗଜଲକ୍ଷ୍ମୀ ଙ୍କ ପୂଜାରିତି ନୀତି ଆରମ୍ଭ ହୋଇଯାଇଛି ।

ବୃନ୍ଦାବତୀ ନଗର ପୂଜା କମିଟି ଆନୁକୂଲ୍ୟରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଚାଲିଛି । କୋଭିଡ କଟକଣାକୁ ମାନି ଏହି ପୂଜା ଅନୁଷ୍ଠିତ ହେଉଛି । ଆଜି କୁମାର ପୂର୍ଣ୍ଣିମା ହେତୁ ବହୁ ଭକ୍ତ କଟକଣା ମାନି ଦର୍ଶନ କରିଥିଲେ । ହୋମ ଯଜ୍ଞ ପୂଜା ବଡ଼ ଯାକ ଯମକ ରେ ଚାଲିଛି ।