ପୂର୍ବତନ ଏନ୍ ଏ ଏସି ଅଧ୍ୟକ୍ଷଙ୍କ ଝିଅ ମୁନିଙ୍କ ପରୋଲୋକ

0
408

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୨/୧୦) : ଗଜପତି ଜିଲ୍ଲା କାଶୀନଗର ପୂର୍ବତନ ଏନ୍ ଏ ଏସି ଅଧ୍ୟକ୍ଷ ଏମ୍ ସୁଧରଣୀ ଙ୍କ ଝିଅ ମୁନି ଙ୍କ ବିୟୋଗ ଘଟି ଥିବା ଜଣାଯାଇଛି ।

ଗତ ୪ ବର୍ଷ ହେଲା ପୂର୍ବତନ ଏନ୍ ଏ ଏସି ଅଧ୍ୟକ୍ଷଙ୍କ ଝିଅ ମୁନି ଏକ ମାତ୍ର ଝିଅକୁ ବିଶାଖାପାଟଣା ଠାରେ ବିବାହ ଦେଇଥିଲେ । ତାଙ୍କର ଜଣେ ସନ୍ତାନ ରହିଥିବା ଜଣାଯାଇଛି । ତାଙ୍କ ଅକାଳ ବିୟୋଗ ଖବର କାଶୀନଗର ସହରରେ ପହଞ୍ଚିବା ପରେ ସମଗ୍ର ସହର ସ୍ତବ୍ଦିଭୂତ ହୋଇଯାଇଥିଲା । ଶ୍ରୀମତି ସୁଧା ରାଣୀଙ୍କ ଏକ କନ୍ୟା ଓ ଏକ ପୁଅ ରହିଥିଲେ । ଓଡ଼ିଶା ନ୍ୟୁଜ ୨୪ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।