Friday, March 29, 2024

Top 5 This Week

Related Posts

ଢେଙ୍କାନାଳ ଜିଲ୍ଲା ମାରୁତି ସେନା ତରଫରୁ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୨/୧୦) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେର ଙ୍କ ଜଘନ୍ୟ ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବିରେ ଆଜି ଢେଙ୍କାନାଳ ଜିଲ୍ଲା ମାରୁତି ସେନା ତରଫରୁ କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ ଅଫିସ୍ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ଏ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲା ମାରୁତି ସେନା ର ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା, ଆବାହକ ଶିବାନନ୍ଦ ସାମଲ, ସୁନିଲ ସାମଲ, ସୌମ୍ୟ ରଞ୍ଜନ ମହାନ୍ତି, ବିକାଶ କୁମାର ସାହୁ, ସିପୁନ ଦାସ୍, ସୁଶାନ୍ତ ମହାରଣା ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Popular Articles