ଚାଷଜମି ଆଁ କରି ବର୍ଷାଜଳ କୁ ଅନାଇ ବସିଛି !

0
155

ରିପୋର୍ଟ : ନିରଞ୍ଜନ ତ୍ରିପାଠୀ
ବରଗଡ଼,ପଦ୍ମପୁର,(୧୭/୦୭) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ପ୍ରାୟତଃ ଚାଷଜମି ଆଁ କରି ବର୍ଷାଜଳ କୁ ଅନାଇ ବସିଛି l ବର୍ଷାଭାବ ଫଳରେ ଚାଷକାର୍ଯ୍ୟ ଆଗକୁ ଠପ୍ ହୋଇଯାଇଛି lWhatsApp Image 2021 07 17 at 8.58.52 AM ଚାଷଜମି ଆଁ କରି ବର୍ଷାଜଳ କୁ ଅନାଇ ବସିଛି !

ଚାଷଜମି ଆଁ କରି ବର୍ଷାଜଳ କୁ ଅନାଇ ବସିଛି | ଚାଷୀ ମୁଣ୍ଡରେ ହାତ ଦେଇବସିଛି l ପାଣିର ଅଭାବୀ ପାଇଁ ଧାନପଲ୍ଲା ସବୁ ହଳଦିଆ ହେବାକୁ ଗଲାଣି l ଆଗକୁ ଯଦି ବର୍ଷା ନ ହୁଏ ତେବେ ସାରା ପଦ୍ମପୁର ଉପଖଣ୍ଡ ଅଞ୍ଚଳ ରେ ମରୁଡି ସୁ-ନିଶ୍ଚିତ ହେବ ବୋଲି ଚାଷୀ ନେତା ଶ୍ରୀମାନ ଦେବରାଜ ସାହୁ ଙ୍କ ଠାରୁ ପ୍ରକାଶ l