Friday, March 29, 2024

Top 5 This Week

Related Posts

ଗୌଡ ସାହିରେ ଭୟାବହ ଅଗ୍ନିକାଣ୍ଡରେ ୭ ଟି ଗାଈ ଗୁହାଳ ପୋଡ଼ି ଓ ୨ ଟି ବାଛୁରୀ ଆହତ

0d063781 aeda 43ef 8104 7c2ea9052f56 ଗୌଡ ସାହିରେ ଭୟାବହ ଅଗ୍ନିକାଣ୍ଡରେ ୭ ଟି ଗାଈ ଗୁହାଳ ପୋଡ଼ି ଓ ୨ ଟି ବାଛୁରୀ ଆହତରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୭/୧୧) : ଖାଣ୍ଡବା ପଞ୍ଚାୟତ ପୁରଟି ଗୁଡା ଗ୍ରାମ ର ଗୌଡ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରବିବାର ସନ୍ଧ୍ୟା ୩ ଟା ସମୟରେ କୌଣସି କାରଣ ରୁ ନିଆଁ ଲାଗି ଯାଥିଲା ।

ଗୌଡ ସାହିରେ ଭୟାବହ ଅଗ୍ନିକାଣ୍ଡ ଦେଖି ଗ୍ରାମବାସୀ ମାନେ ଅଗ୍ନିଶମ ବିଭାଗ କୁ ଫୋନ୍ ମାଧ୍ୟମ ରେ ଜଣାଇ ଥିଲେ | କାଶୀନଗର ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆ କୁ ଆୟତ୍ କରୁଥିଲେ । ଫଳରେ ୭ ଟି ଗାଈ ଗୁହାଳ ପୋଡି ଯାଇଥିବା ବେଳେ ୨ ଟି ବାଛୁରୀ ଆହତ ହୋଇଛି । ଖାଣ୍ଡବା ଆର.ଆଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଘଟଣା ସ୍ଥଳ ରେ ପୂର୍ବତନ ସରପଞ୍ଚ ଆର୍. ସତୀଶ ଓ ବିଜୁ ଜନତା ଦଳ ର ଜିଲ୍ଲା ସେକ୍ରେଟାରୀ ଅଜୟ ନାୟୁଡୁ ଉପସ୍ଥିତ ଥାଇ ପରିସ୍ଥିତି ବୁଝାମଣା କରୁଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles