Sunday, November 28, 2021
HomeBreaking Newsଅରି ଗାଁ କାଳୀ ପୂଜାର ଭଷାଣି ଉତ୍ସବ ଅନୁଷ୍ଠିତ

ଅରି ଗାଁ କାଳୀ ପୂଜାର ଭଷାଣି ଉତ୍ସବ ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୭/୧୧) : ବିନିକା ବ୍ଲକ ଅରି ଗାଁ ଠାରେ କାଳୀ ପୂଜାର ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ କର୍ତା ଭାବେ ମନୋରଞ୍ଜନ ଦାଶ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ଭାବେ ଚିତ୍ତରଞ୍ଜନ ଦାଶ ଦାୟିତ୍ୱ ତୁଲାଇଥିଲେ ।

ଏହି ଅବସର ରେ ପଶ୍ଚିମ ଓଡିଶା ର ବିଶିଷ୍ଟ ଭାଗବତ କଥା ବାଚକ ଶ୍ରୀ ମନ ବାଗ ଙ୍କ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁତ ଜନସମାଗମ ହୋଇଥିଲା । ଭଷାଣି ସମୟରେ ସରଗୁଣା କୀର୍ତ୍ତନ ମଣ୍ଡଳୀ ନଗର କୀର୍ତ୍ତନ ପରିବେଷଣ କରିଥିଲେ , ଯାହା ଲୋକଙ୍କ ଦ୍ୱାରା ବହୁତ ଆଦୃତ ହୋଇଥିଲା । ଏଥିରେ କମିଟି ର ସଦସ୍ୟ ବୃଦ ଓ ଅରି ଗାଁ ଗ୍ରାମବାସୀ ସହଯୋଗ କରିଛନ୍ତ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments