Monday, November 29, 2021
Homeଜିଲ୍ଲା ଖବରକାଶୀନଗର ରେ ନାଗୁଲୀ ଚତୁର୍ଥୀ ପାଳିତ

କାଶୀନଗର ରେ ନାଗୁଲୀ ଚତୁର୍ଥୀ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୮/୧୧) : ଆଜି ପବିତ୍ର କାର୍ତ୍ତିକ ମାସ ଚତୁର୍ଥୀ କୁ କାଶୀନଗର ରେ ନାଗୁଲୀ ଚତୁର୍ଥୀ ଭାବେ ପାଳନ କରୁଛନ୍ତି ସୀମାନ୍ତ ଓଡ଼ିଶା ଲୋକ ।

ଏହି ଅଞ୍ଚଳ ଟି ତେଲୁଗୁ ଭାଷା ଲୋକ ଙ୍କ ବସତି ଅଟେ । ସେମାନେ ଦୀପାବଳୀ ଠାରୁ କାର୍ତ୍ତିକ ମାସ ପାଳନ କରନ୍ତି । ଏଣୁ ନାଗୁଳି ଚତୁର୍ଥୀ କୁ ସେମାନେ ଯାକ ଯମକ ରେ ପାଳନ କରନ୍ତି । ପିଲା ଠାରୁ ବୃଦ୍ଧ ସମସ୍ତ ଲୋକେ ସଜ ବାଜ ହୋଇ ନିଜ ଖେତ ରେ ଥିବା ସାପ ବିଳ କୁ ଜାଇ ଅଣ୍ଡା ପକାନ୍ତି ଓ ପୂଜା କରନ୍ତି । ସେହିଭଳି କାଶୀନଗର ରେ ନାଗୁଲୀ ଚତୁର୍ଥୀ ପୂଜା ରେ ଓଡ଼ିଆ ଲୋକ ମାନେ ମଧ୍ୟ ସାମିଲ ହୋଇଥାନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments